ଗ୍ୟାଙ୍ଗଷ୍ଟାର ଗୋଲ୍ଡି ଆତଙ୍କବାଦୀ ଘୋଷିତ
ପଞ୍ଜାବର ପ୍ରଖ୍ୟାତ ଗାୟକ ସିଦ୍ଧୁ ମୋସେଓ୍ବାଲା ହତ୍ୟା ଘଟଣାରେ ଜଡିତ ଥିବା ଗୋଲ୍ଡି ଆତଙ୍କବାଦୀ ଘୋଷିତ। ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ବା UAPA ଅନୁସାରେ ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ବେଆଇନ ଘୋଷିତ ଖଲିସ୍ତାନୀ ସଂଗଠନ ବାବର ଖଲସା ଇଣ୍ଟରନ୍ୟାସନାଲ…