ମାଲ ମିଲେଗା,ପୁଷ୍ପା ଭି ମିଲେଗା ଟ୍ୱିଟ କଲେ ୟୁପି ପୋଲିସ
ମେଟ୍ରୋ ଟିଭି ଓଡିଶା,୮/୨ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ସୁପରହିଟ୍ ହେବା ପରେ କାଠ ତସ୍କରୀ କରୁଥିବା ଚୋର ଏବେ ସାବଧାନ ହୋଇପଡିଛନ୍ତି। ଖାଲି ଏତିକି ନୁହେଁ, ଏମାନଙ୍କୁ ସାବାଡ କରିବା ପାଇଁ ମଧ୍ୟ ପୋଲିସ ତତ୍ପର ହୋଇପଡିଛି। ଏମିତି ଏକ ଘଟଣା ୟୁପିର ଶାହାରନପୁର!-->!-->!-->…