୩୦ଲକ୍ଷ ପାଇଁ ନିଜକୁ ଅପହରଣ କଲା ଯୁବକ
ମେଟ୍ରୋ ଟିଭି ଓଡିଶା,୨୦/୧ : ଅପହରଣ କଥା ଶୁଣିଲେ ସମସ୍ତଙ୍କୁ ଡର ଲାଗେ । କିଏ କେବେ ନିଜକୁ କଣ ଅପହରଣ କରିପାରିବ କିନ୍ତୁ ଜଣ ଯୁବକ ଏପରି କରିଛି ।ନିଜ ବାପାଠୁ ୩୦ଲକ୍ଷ ହାତେଇବା ପାଇ ଏପରି କାମ କରିଛି ଯୁବକ ଜଣଙ୍କ । ସୂଚନା ଅନୁସାରେ ଚେନ୍ନାଇର ଯୁବକ ଜଣଙ୍କ ନିଜର ମିଛ ଅପହରଣ ନାଟକ କରି!-->…