Browsing Tag

#entertainment

ରେହମାନଙ୍କୁ ଛାଡପତ୍ର ଦେବେ ସାଏରା

ଓସ୍କାର ବିଜେତା ତଥା ଭେଟେରାନ ସଙ୍ଗୀତକାର ଏ.ଆର୍‌ ରେହମାନଙ୍କର ଛାଡପତ୍ର ହେବାକୁ ଯାଉଛି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଏରା ବାନୋଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ଏନେଇ ରେହମାନ ଓ ସାୟରାଙ୍କ ଓକିଲ ସୂଚନା ଦେଇଛନ୍ତି। ତେବେ ସାଏରାଙ୍କ ଅନୁସାରେ, ସେ ଏହି…

ଡିସେମ୍ବର ୧୧ ଓ ୧୨ରେ ବିବାହ କରିବେ କୀର୍ତ୍ତି ସୁରେଶ

ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା କୀର୍ତ୍ତି ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଗତକିଛି ବର୍ଷ ଦୁବାଇର ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ଫରହାନ୍ ବିନ୍ ଲିଆକତଙ୍କ ସହ କୀର୍ତ୍ତିଙ୍କ ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଶୁଣିବାକୁ…

ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହର ତାରିଖକୁ ନେଇ ଚର୍ଚ୍ଚା

ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଅଗଷ୍ଟ ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ…

ମଦ ବନ୍ଦ କଲେ ମୁଁ ଗୀତ ଗାଇବା ବନ୍ଦ କରିଦେବି କହିଲେ ଦିଲଜିତ

କିଛି ଦିନ ତଳେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ ବହୁ ପ୍ରତୀକ୍ଷିତ "ଦିଲ-ଲୁମିନାଟି" କନ୍ସର୍ଟ ଆୟୋଜକଙ୍କୁ ନୋଟିସ ପଠାଇଥିଲେ ତେଲେଙ୍ଗାନା ସରକାର | କନ୍ସର୍ଟରେ ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କରୁଥିବା ଗୀତଗୁଡ଼ିକ ଗାଇବାକୁ ଅନୁମତି ଦିଆଯିବ ନାହିଁ ସ୍ପଷ୍ଟ…

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ହତ୍ୟା ଧମକ

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ହତ୍ୟା ଧମକ | ଫୋନ୍ କଲ କରି ୫୦ ଲକ୍ଷ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ । ୨ ଦିନ ମଧ୍ୟରେ ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଦୁର୍ବୃତ୍ତ । ନେବିହାର ଦାନେପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଅଭିନେତ୍ରୀ।

ମନୋଜ ମିଶ୍ରଙ୍କ ନାମରେ ଥାନାରେ ଏତଲା

ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା । ଏତଲା ଦେଲା ଓଡ଼ିଆ ସିନେମା ଓ ଟିଭି ନିର୍ଦେଶକ ସଙ୍ଘ । ମନୋଜ ନିର୍ଦେଶକମାନଙ୍କ ଚରିତ୍ର ହନନ କରୁଥିବା ଅଭିଯୋଗ ହୋଇଛି । ସାମାଜିକ ଗଣମାଧ୍ୟମରେ ସମ୍ମାନ ହାନୀ କରୁଥିବା ନେଇ ଏତଲାରେ ଉଲ୍ଲେଖ ରହିଛି ।  ରାଜ୍ୟରେ ବିଭିନ୍ନ ସମୟରେ ମୁକ୍ତିଲାଭ…

ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲୋକ

ଆରପାରିରେ ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ନେଇ ପୁଅ ମହାଦେବନ୍‌ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିଜର ପୋଷ୍ଟରେ ମହାଦେବନ୍‌ ଲେଖିଛନ୍ତି, ଦୁଃଖର ସହ କହିବାକୁ…

ବାପା ହେବେ କେଏଲ ରାହୁଲ

ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ଘରକୁ ଆସିବାକୁ ଯାଉଛି ବଡ ଖୁସି ଖବର। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ ତାଙ୍କର ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି। ଦୁହେଁ ଏକ ଫଟୋ ଶେୟାର କରି ଲେଖିଛନ୍ତି, ”ଆମର ଅତିସୁନ୍ଦର ଆଶୀର୍ବାଦ ଖୁବଶୀଘ୍ର ଆସୁଛି, ୨୦୨୫।”…

ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍‌ସନ୍‌ଙ୍କ ପରଲୋକ

ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍‌ସନଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ନଭେମ୍ବର ୪ ତାରିଖ ସୋମବାର କାଲିଫର୍ଣ୍ଣିଆସ୍ଥିତ ନିଜ ଘରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ନିଶ୍ଚିତ କରିଛନ୍ତି ଯେ ବୃଦ୍ଧାବସ୍ଥାରେ ତାଙ୍କର ଭଲ ଭାବରେ ଯତ୍ନ ନିଆଯାଉଥିଲା ଏବଂ…

୩ଦିନରେ ୧୦୦କୋଟି ଆୟ କଲା ‘ସିଙ୍ଘମ ଏଗେନ’

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସିଙ୍ଘମ ଏଗେନ' ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା।  ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଅକ୍ଷୟ କୁମାର, କରୀନା କପୁର, ରଣବୀର ସିଂ, ଟାଇଗର ଶ୍ରଫ୍, ସଲମାନ ଖାନ, ଦୀପିକା ପାଦୁକୋନ ଏବଂ ଅର୍ଜୁନ କପୁରଙ୍କ ଭଳି ଅନେକ ବଡ ତାରକା ନଜର…