ଜନ୍ମଦିନ ସେ ବି କୁକୁଡାର
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଦୁନିଆ ବଡ ଅଜବ ଏହି ଦୁନିଆରେ କିଛି ଲୋକ ଏମିତି ଅଛନ୍ତି ଯିଏ ନିଜର ଅଜବ ହରକତ ମଧ୍ୟ୍ୟାମରେ ଭାଇରାଲ ହୁଅନ୍ତି । ଯାହା ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରେ । ଏହି ପରି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ହସ ସହ ଖୁସି ମଧ୍ୟ ଲାଗିବ । ଏହି!-->…