Browsing Tag

#entertainment

ମିଷ୍ଟର ମମ୍ମି ଲୁକ୍‌ରେ ନଜର ଆସିବେ ରିତେଶ ଜେନେଲିଆ

ମେଟ୍ରୋ ଟିଭି ଓଡିଶା,୪/୨ : ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୀର୍ଘ ଦିନ ପରେ ଅଭିନୟ ଜଗତକୁ ଫେରୁଛନ୍ତି। ଜେନେଲିଆ ପାଖାପାଖି ଦଶ ବର୍ଷ ପରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପୁଣି ପାଦ ରଖିବାକୁ ଯାଉଛନ୍ତି। ସେ ଶେଷଥର ପାଇଁ ରିତେଶ ଦେଶମୁଖଙ୍କ ସହ ଫିଲ୍ମ ‘ତେରେ ନାଲ ଲଭ୍ ହୋ ଗୟା’ରେ ନଜର ଆସିଥିଲେ।

ଚନ୍ଦନ କାଠ ଚୋରି କରି ବନ୍ଧା ହେଲେ ନକଲି ପୁଷ୍ପା

ମେଟ୍ରୋ ଟିଭି ଓଡିଶା,୪/୨ : କର୍ଣ୍ଣାଟକର ଚନ୍ଦନ ଡାକୁ ବିରପାନାଙ୍କ ମୃତ୍ୟୁ ପରେ ଏବେବି ଚନ୍ଦର କାଠ ଚୋରା ଚାଲାଣ ଲାଗିରହିଛି । ଏଭଳି ଏକ ଘଟଣା ପୋଲିସ ନଜରକୁ ଆସିଛି ଜଣେ ନକଲି ପୁଷ୍ପାକୁ ଚନ୍ଦନ କାଠ ଚୋରି କାରବାରରେ ଗିରଫ କରାଯାଇଛି । ଏହି ନକଲ ପୁଷ୍ପା ହେଉଛନ୍ତି ୟାଶିନ ଇନାୟତୁଲ୍ଲା ।

୧୩୦ କୋଟି ବଜେଟରେ ଆସିବ ଶୋ ନାଗିନ୍ ,ନଜର ଆସିବେ ତେଜସ୍ୱୀ ପ୍ରକାଶ

pic credit-bollywood life ମେଟ୍ରୋ ଟିଭି ଓଡିଶା,୩/୨ : କଲର୍ସର ସବୁଠୁ ବଡ଼ ଶୋ’ ଟିଭି ସିରିୟଲ ନାଗିନ୍ ପୁଣିଥରେ ପରଦାକୁ ଆସିବାକୁ ପ୍ରସ୍ତୁତ ହେଲାଣି। ଏହି ଶୋ’ର ଟିଜର ସାମ୍ନାକୁ ଆସିଛି, ଯାହା ଫ୍ୟାନ୍ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥରକ ନାଗିନ୍ ପ୍ରତିଶୋଧ ନେବାକୁ ନୁହେଁ, ବରଂ

ବିଲେଇ ଛୁଆର ଅନାବିଳ ବାତ୍ସଲ୍ୟ ପ୍ରେମରେ ହାରିଛି କୁକୁର

ମେଟ୍ରୋ ଟିଭି ଓଡିଶା,୩/୨ : ପୃଥିବୀରେ ଈଶ୍ୱରଙ୍କ ସୃଷ୍ଟି ଅତି ବିଚିତ୍ର । ମଣିଷ ହେଉ ଅବା ପଶୁ । ମାଆ ଟିଏ ନିଜ ଛୁଆକୁ ଜନ୍ମଗ୍ରହଣ କରିବା ପରେ ସ୍ତନ୍ୟପାନ କରାଇଥାନ୍ତି । ମାଆର ମମତା ଆଗରେ ହାର ମାନିଥାଏ ସମସ୍ତଙ୍କ ମମତା । ମାଆ ଆଗରେ ସବୁ ପିଲା ସମାନ । ଆଜିର ଦୁନିଆଁରେ ପଶୁ ପକ୍ଷୀକୁ

ହୋଲି ବଜାରକୁ ରଙ୍ଗୀନ କରିବ ପ୍ରଭାସଙ୍କ ରାଧେ ଶ୍ୟାମ

ମେଟ୍ରୋ ଟିଭି ଓଡିଶା,୨/୨ : ହୋଲି ବଜାରକୁ ରଙ୍ଗୀନ କରିବାକୁ ସିନେମା ହଲରେ ରିଲିଜ ହେବ ପ୍ରଭାସଙ୍କ ଅଫକମିଂ ଫିଲ୍ମ ରାଧେ ଶ୍ୟାମ । ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ଅଭିନେତ୍ରୀ ପୂଜା ହେଗଡେଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ୍’କୁ ନେଇ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି ଓ ଏହାର ଟ୍ରେଲରକୁ ବି

ୱାର୍କଆଉଟ ସମୟରେ ବେହୋସ ହେଲେ ଶିଳ୍ପା ସେଟ୍ଟୀ

ମେଟ୍ରୋ ଟିଭି ଓଡିଶା,୨/୨ : ବଲିଉଡ୍ ଆକ୍ଟ୍ରେସ୍ ଶିଳ୍ପା ସେଟ୍ଟୀ କେତେ ଫିଟନେସକୁ ନେଇ ସିରିୟସ୍ ଏହା ସମସ୍ତେ ଜାଣନ୍ତି। ସେ ତାଙ୍କ ଜିମ ଓ୍ଵାର୍କଆଉଟ, ଯୋଗ, ମେଡିଟେସନ, ଡାଏଟ ଠାରୁ ନେଇ ଅନେକ ଜିନିଷ ପ୍ରତି ବହୁତ ଦାୟିତ୍ୱବାନ ରୁହନ୍ତି। ଡେଲି ଓ୍ଵାର୍କଆଉଟ ଶିଳ୍ପାଙ୍କ ପାଇଁ ଡେଲି ଡାଏଟ

ଅଣ୍ଡରୱାଟର ଡାଇଭିଂ କରି ଚର୍ଚ୍ଚାରେ ସନ୍ନି ଲିଓନ

ମେଟ୍ରୋ ଟିଭି ଓଡିଶା,୨/୨ : ଅଭିନେତ୍ରୀ ସନ୍ନି ଲିଓନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ବ୍ୟସ୍ତ ଅଛନ୍ତି। ବଲିଉଡ ପରେ ସନ୍ନି ବର୍ତ୍ତମାନ ସାଉଥ୍ ଫିଲ୍ମ ଆଡକୁ ମୁହାଁଇଛନ୍ତି। ସନ୍ନି କାମର ବ୍ୟସ୍ତତା ଠାରୁ ସମୟ ବାହାର କରି ବୁଲିବାକୁ ପସନ୍ଦ କରନ୍ତି ଏବଂ ପରିବାର ସହିତ

ରିଲିଜ ହେଲା ଗହରାଇୟାଁର ଟାଇଟଲ ଟ୍ରାକ୍‌

ମେଟ୍ରୋ ଟିଭି ଓଡିଶା,୧/୨ : ଦୀପିକା ପାଦୁକୋନ ନିଜର ଅପକମିଂ ଫିଲ୍ମ ‘ଗହରାଇୟାଁ’ର ଟାଇଟଲ ଟ୍ରାକ୍ ରିଲିଜ ହୋଇଛି। ଗୀତରେ ଦୀପିକାଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଛି। ଟାଇଟଲ ଟ୍ରାକରେ ସିଦ୍ଧାନ୍ତଙ୍କ ସହିତ ଦୀପିକାଙ୍କ ଅନ୍ତରଙ୍ଗ ସିନ୍ ମଧ୍ୟ ଦେଖିବାକୁ ମିଳିବ।ଦୀପିକା ଗୀତ ରିଲିଜ

ରିଲିଜ ହେବ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ RRR

ମେଟ୍ରୋ ଟିଭି ଓଡିଶା,୧/୨ : ଦେଶରେ ଜାରି କରୋନା ଭାଇରସ୍ର ପ୍ରକୋପ କାରଣରୁ ପୂର୍ବରୁ ରିଲିଜ୍ ତାରିଖ ଘୁଞ୍ଚି ସାରିଛି ଏସଏସ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆର। ରିଲିଜ୍ ପୂର୍ବରୁ ସିନେପ୍ରେମୀଙ୍କ ଗହଣରେ ବେଶ ଲୋକପ୍ରିୟତା ହାସଲ କରିଥିବା ଫିଲ୍ମ ଆରଆରଆର କେବେ

ସାମ୍ନାକୁ ଆସିଲେ ଦୂତିଙ୍କ ସ୍ୱପ୍ନର ରାଣୀ

ମେଟ୍ରୋ ଟିଭି ଓଡିଶା,୧/୨ : ଆଉ କିଛି ଦିନ ପରେ ଆସିବ ପ୍ରେମୀଯୁଗଳଙ୍କ ଦିନ । ପ୍ରେମିକା ପ୍ରେମିକ ମିଶି ପାଳିବେ ଲଭ ଡେ । କିଏ ନିଜର ପ୍ରେମିକାକୁ ଫୁଲ, କଣ୍ଢେଇ ଦେଇ ଖୁସି କରାଇବ ତ ଆଉ କିଏ ମନ ଭିତରେ ଚାପି ରଖିଥିବା ଭଲପାଇବା କୁ ପ୍ରକାଶ କରିବେ । ଫେବୃୟାରୀ ୭ ରୁ ଆରମ୍ଭ ହେବ ପ୍ରେମ