Browsing Tag

#entertainment

ଇନ୍ଦୋରରେ ନିର୍ମାଣ ହେବ ଲତାଙ୍କର ସଙ୍ଗୀତ ଏକାଡେମୀ

ମେଟ୍ରୋ ଟିଭି ଓଡିଶା,୮/୨ : ଇନ୍ଦୋରରେ ନିର୍ମାଣ ହେବ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ନାମରେ ଏକ ସଙ୍ଗୀତ ଏକାଡେମୀ। ଏଥି ସହିତ ତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ। ଏ ନେଇ ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ମୁଖ୍ୟମନ୍ତ୍ରୀ

ନେଟ୍‌ଫ୍ଲିକ୍ସସ୍ ରେ ରିଲିଜ୍ ହେବ ଶାହାରୁଖ ଓ ଆଲିଆଙ୍କ ଫିଲ୍ମ ଡାର୍ଲିଂସ

ମେଟ୍ରୋ ଟିଭି ଓଡିଶା,୮/୨ : ମହାମାରୀ କରୋନା ଯୋଗୁଁ ସମସ୍ତ ଫିଲ୍ମ ହଲ୍ ବନ୍ଦ ହୋଇ ରହିଛି । ଏଥିପାଇଁ ଅନେକ ଫିଲ୍ମ ମଧ୍ୟ ସ୍ଥଗିତ ହୋଇ ରହିଛି । ଏହାକୁ ନେଇ କଳାକାର ମାନେ ଏବେ ଓଟିଟି ପ୍ଲାଟଫର୍ମରେ ପାଦ ଦେଇଛନ୍ତି । ବଡ଼ ବଡ଼ ଫିଲ୍ମକୁ ଓଟିଟିରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଖାସ୍

ବଲିଉଡରେ ଡେବ୍ୟୁ କରିବେ କିଙ୍ଗ ଖାନ୍‌ଙ୍କ ଲାଡିଲୀ ସୁହାନା

ମେଟ୍ରୋ ଟିଭି ଓଡିଶା,୮/୨ : ଶାହାରୁଖ୍ ଓ ଗୌରୀଙ୍କ ଲାଡଲୀ ସୁହାନା ଏବେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବାପାଙ୍କ ପରେ ସେ ଏବେ ବଲିଉଡ୍ ନିଜର ଜଲଓ୍ବା ଦେଖାଇବେ। ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ୍ ଫଲୋର୍ସଙ୍କ ଧାଡି ଲମ୍ବିଛି । ଅନେକ ଦିନ ହେବ ସୁହାନାଙ୍କର ବଲିଉଡ୍ ନେଇ

ଆରପାରିରେ ମହାଭାରତର ଭୀମ : କଳାପ୍ରେମୀଙ୍କ ମନରେ ଶୋକର ଛାୟା

ମେଟ୍ରୋ ଟିଭି ଓଡିଶା,୮/୨ : ଭାରତର ଲୋକପ୍ରିୟ ସିରିଏଲ ମହାଭାରତରେ ଭୀମ ଚରିତ୍ରରେ ଅଭିନୟ କରୁଥିବା ପ୍ରବୀଣ କୁମାରଙ୍କ ମୃତ୍ୟ ହୋଇଛି । ଫଳରେ କଳାପ୍ରେମୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ‘ମହାଭାରତ’ର ଭୀମ ଭୂମିକାରେ

ବିବାହ ବନ୍ଧନରେ ବାନ୍ଧି ହେଲେ କରିସ୍ମା ଓ ବରୁଣ

ମେଟ୍ରୋ ଟିଭି ଓଡିଶା,୬/୨ : ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ବିବାହ ଫଟୋ ଜୋରସୋରରେ ଭାଇରଲ୍

ସ୍ୱର ସାମ୍ରାଜ୍ଞୀ ଲତାଙ୍କ ଜୀବନୀ

ମେଟ୍ରୋ ଟିଭି ଓଡିଶା,୬/୨ : ଆଉ ନାହାନ୍ତି ହିନ୍ଦୀ ସିନେମା ଜଗତର ଲତା ଦିଦି । ୯୨ ବର୍ଷ ବୟସରଙ୍କ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ଜାତୀୟ ଗଣମାଧ୍ୟମରୁ ଜଣାପଡିଛି । ଲତା ମଙ୍ଗେସକରଙ୍କ ଜନ୍ମ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟ

ନିରବି ଗଲେ ସୁର ସାମ୍ରାଜ୍ଞୀ

ମେଟ୍ରୋ ଟିଭି ଓଡିଶା,୬/୨ : ହିନ୍ଦୀ ସିନେମା ଏବଂ ମ୍ୟୁଜିକ ଜଗତକୁ ସ୍ତବ୍ଧ କରିବା ଭଳି ଖବର ଏବେ ସାମ୍ନାକୁ ଆସିଛି । ଯାହାକୁ ଶୁଣି ସମସ୍ତେ ହତବାକ ହେବା ସହ ଦୁଃଖିତ। ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସଙ୍କର ଆଉ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ହଳଦୀ ଲୁକ୍‌ରେ କରିଶ୍ମା ତନ୍ନା ଆଜି ହେବ ବିବାହ

ମେଟ୍ରୋ ଟିଭି ଓଡିଶା,୪/୨ : ବଲିଉଡ୍ ଏବେ ବିବାହର ଋତୁ ସରିବାର ନା ଧରୁନି । ଜଣ ପରେ ଜଣେ ବିବାହ କରିବାରେ ଲାଗିଛନ୍ତି । ବିବାହ କରିବେ ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା ତନ୍ନା। ଆଜି ପଡିବ ଦୁହିଁଙ୍କ ହାତଗଣ୍ଠି। ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କ ଧରିବେ ହାତ ।

ଆଉ ଏମଟିଭି ରୋଡିଜ୍‌ରେ ନଜର୍ ଆସିବେନି ରଣବିଜୟ

PIC CREDIT-THE economic times ମେଟ୍ରୋ ଟିଭି ଓଡିଶା,୪/୨ : ଗତ ୧୮ବର୍ଷ ଧରି MTV ର ଲୋକପ୍ରିୟ ରିଆଲିଟି ସୋ ରୋଡିଜ୍ ର ଅଂଶବିଶେଷ ଥିବା ରଣବିଜୟ ସିଙ୍ଗ ଏବେ ସୋକୁ ବିଦାୟ ଦେବାକୁ ଯାଉଛନ୍ତି । ସୋରୁ ରଣବିଜୟଙ୍କୁ ରିପ୍ଲେସ କରାଯିବ ବୋଲି ଖବର ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ

ରିଲିଜ ଅପେକ୍ଷାରେ ଭୁଲ୍ ଭୁଲେୟା ୨: ଘୋଷଣା ହେଲା ଡେଟ୍‌

ମେଟ୍ରୋ ଟିଭି ଓଡିଶା,୪/୨ : କରୋନା କାୟା ଯୋଗୁ ରିଲିଟ୍ ଅପେକ୍ଷାରେ ଥିଲା ବହୁ ଫିଲ୍ମ । କିନ୍ତୁ ଏବେ ଏହି ସବୁ ଫିଲ୍ମର ରିଲିଜ ଡେଟ୍ ଶୁଣିବାକୁ ମିଳୁଛି । କୋଭିଡ଼ ପରିସ୍ଥିତି ଅତି ଖରାପ ଥିବା ହେତୁ କାର୍ତ୍ତିକ ଆର୍ଯ୍ୟାନ୍ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଭୁଲ୍ ଭୁଲେୟା ୨’ ହଲରେ ରିଲିଜ୍