Browsing Tag

#entertainment

ବିବାହ କରିବେ କୋରିଆନ ତାରକା ହ୍ୟୁନ ବିନ ଓ ସନ ୟେ ଜିନ

pic credit-showbiz cheat sheet ମେଟ୍ରୋ ଟିଭି ଓଡିଶା,୧୨/୨ : ସବୁଠି ଚାଲିଛି ବିବାହର ଋତୁ । ଦେଶ ହେଉ ଅବା ବିଦେଶ ବାହା ହେଉଛନ୍ତି ବହୁ କଳାକାର । ସେହିପରି କିଛି କପଲ୍ ରିଲ୍ ଲାଇଫରୁ ରିୟଲ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି । କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ

ଚିପ୍ସ ପ୍ୟାକେଟକୁ ଶାଢି ଭଳି ପିନ୍ଧି ଭାଇରାଲ ହେଲେ ମହିଳା

ମେଟ୍ରୋ ଟିଭି ଓଡିଶା,୧୧/୨ : ଫିଲ୍ମ ଦେଖିବା ସମୟରେ ଆମକୁ ନିଶ୍ଚିତ ଭାବରେ କିଛି ଖାଇବାକୁ ଇଚ୍ଛା ହୋଇଥାଏ। ସେହି ସମୟରେ ଆଳୁ ଚିପ୍ସ ହେଉ କିମ୍ବା ଚଟପଟା ଜିନିଷ ହେଉ ତାର ମଜା ଅଲଗା ହୋଇଥାଏ । ଏହା କାହାକୁ ବା ନାପସନ୍ଦ। ଅନେକ ଲୋକ ବେଶ ମଜାରେ ଏହାକୁ ଖାଇଥାନ୍ତି। ପ୍ରାୟତଃ ଆଳୁ

ହାର୍ଟ ସର୍ଜରୀ ପରେ ସୁନୀଲ ଗ୍ରୋଭର କଲେ ଟ୍ୱିଟ୍‌-ଠୋକୋ ତାଲି

ମେଟ୍ରୋ ଟିଭି ଓଡିଶା,୧୧/୨ : କିଛି ଦିନରୁ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ନିକଟରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା, ଯାହା ପରେ ପ୍ରଶଂସକମାନେ ବହୁତ ଚିନ୍ତିତ ଥିଲେ କିନ୍ତୁ ବର୍ତ୍ତମାନ ସୁନୀଲ ନିଜେ ତାଙ୍କ ଅବସ୍ଥା ବିଷୟରେ ସୂଚନା ଦେଇଛନ୍ତି ଓ

ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire

ମେଟ୍ରୋ ଟିଭି ଓଡିଶା,୧୧/୨ : ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire’ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନୀତ କରାଯାଇଛି। ଦଳିତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଭାରତର ଏକମାତ୍ର ଖବରକାଗଜ ଲହରିୟା ନିଉଜ୍ ପେପର

ରାଜଧାନୀର କାନ୍ଥ କହୁଛି କଥା

ମେଟ୍ରୋ ଟିଭି ଓଡିଶା,୧୦/୨ : ସ୍ମାର୍ଟସିଟି ଭାବେ ପରିଚିତ ଭୁବନେଶ୍ୱର । ସବୁ ସ୍ମାଟ୍ ଦେଖାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ବିଭିନ୍ନ ପ୍ରକାରର ଉଦ୍ୟମ । ଏବେ ପାରମ୍ପାରିକ ଓ ଆଧୁନିକ ଚିତ୍ରରେ ସଜେଇ ହୋଇସାରିଛି ଭୁବନେଶ୍ୱର । କାନ୍ଥରେ କରାଯାଇଛି ଭଳିକି ଭଳି

ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଘାଇଲା କରୁଛି କଚ୍ଚା ବାଦାମ

ମେଟ୍ରୋ ଟିଭି ଓଡିଶା,୧୦/୨ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ଗୀତରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ଏବଂ କ୍ରିକେଟ ଷ୍ଟାର ରିଲ୍ସ କରିବାରେ ବ୍ୟସ୍ତ ରହିଛନ୍ତି। ସାମୀ, ଶ୍ରୀବଲ୍ଲୀ, ଓଁ ଆଣ୍ଟୋ ଗୀତ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଛି। ଏହା ମଧ୍ୟରେ

ପୁଷ୍ପା ଗୀତକୁ ଇଂରାଜୀରେ ଗାଇଲେ ଏମା ହିଷ୍ଟର୍ସ

ମେଟ୍ରୋ ଟିଭି ଓଡିଶା,୯/୨ : ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ପୁଷ୍ପାଙ୍କ କ୍ରେଜ ସାରା ବିଶ୍ବରେ ଚହଳ ପଡିଛି । ଏହି ଫିଲ୍ମ ସହିତ ତା ଗୀତ ଗୁଡିକ ମଧ୍ୟ ସେତେ ହିଟ୍ ହୋଇଛି । ଛୋଟରୁ ବଡ ଯାଏ ସମସ୍ତେ ଗୀତରେ ନାଛିକି ଭିଡିଓ ବନାଉଛନ୍ତି । ଯାହା ସୋସିଆଲ

ଆହତ ଯୁବକଙ୍କୁ ବଞ୍ଚାଇ ଚର୍ଚ୍ଚାରେ ସୋନୁ ସୁଦ

ମେଟ୍ରୋ ଟିଭି ଓଡିଶା,୯/୨ : ଅଭିନେତା ସୋନୁ ସୁଦ ନିଜର ସାମାଜିକ କାମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ନିଜର ସାମାଜିକ କାମ ପାଇଁ ଭିଡିଓ ଭାଇରଲ ହୋଇଥାଏ। ଠିକ୍ ଏପରି ଏକ କାମ ପାଇଁ ପୁଣି ଥରେ ପ୍ରଶଂସା ସାଉଁଟିଛନ୍ତି ସୋନୁ ସୁଦ। କାର ଦୁର୍ଘଟଣାରେ ଆହତ

ରାଜଧାନୀ ଛାତି ଉପରେ ପାରା ମାନଙ୍କ ଆସର : ବାଟୋଇଟିଏ ଗଲାବେଳେ ଅଟକିବାକୁ ବାଧ୍ୟ ହୁଏ

ମେଟ୍ରୋ ଟିଭି ଓଡିଶା,୮/୨ : ଆଜିକାଲି ସମାଜରେ ବାପାମାଆଙ୍କୁ ନିଜର ସନ୍ତାନ ମାନେ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ଯିଏ ଅନ୍ତ ଫାଡି ଜନ୍ମ ଦେଇଛି,ତାକୁ ଅଲୋଡା ଭାବୁଛନ୍ତି କିଛି ସନ୍ତାନ ମାନେ । ଖାଇବା ପିଇବାରେ ଅବହେଳା ସାଙ୍ଗକୁ ଘରୁ ମଧ୍ୟ ବାହାର କରିଦେଉଛନ୍ତି । ହେଲେ ଆଜି ବି

ଲତାଙ୍କୁ ମନେପକାଇଲେ ଶୋଏବ୍ ଅଖତର : ମା ଡାକିବା ପାଇଁ କହିଥିଲେ ଲତା

ମେଟ୍ରୋ ଟିଭି ଓଡିଶା,୮/୨ : ଲତା ମଙ୍ଗେସକରଙ୍କ ମୃତ୍ୟୁ ପରେ ସମଗ୍ର ଦେଶ ତାଙ୍କୁ ଓଦା ଆଖିରେ ବିଦାୟ ଦେଇଛି । ତାଙ୍କର ପ୍ରଶଂସକମାନେ ସମଗ୍ର ବିଶ୍ୱରେ ବ୍ୟାପିଛନ୍ତି । ପଡୋଶୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଠାରୁ ଆରମ୍ଭ କରି ସଙ୍ଗୀତ ଏବଂ କ୍ରୀଡା ବ୍ୟକ୍ତିତ୍ୱ ମଧ୍ୟ