Browsing Tag

#entertainment

ଆରପାରିରେ ଲୋକପ୍ରିୟ ଫ୍ୟାସନ ଡିଜାଇନର ରୋହିତ

ଆରପାରିରେ ଲୋକପ୍ରିୟ ଫ୍ୟାସନ ଡିଜାଇନର ରୋହିତ  । ତାଙ୍କର ସ୍ବତନ୍ତ୍ର ଶୈଳୀ ପାଇଁ ଫ୍ୟାସନ ଜଗତରେ ସେ ଲୋକପ୍ରିୟ ।  ବଲିଉଡ୍‌ର ତଥା ଦେଶର ଅନ୍ୟତମ ଖ୍ୟାତନାମା ଫ୍ୟାସନ ଡିଜାଇନର ରୋହିତ ବଲ୍‌ଙ୍କ ପରଲୋକରେ ବଲିଉଡରେ ଶୋକ ପ୍ରକାଶ ପାଇଛି ।  ରୋହିତଙ୍କ ଦେହାନ୍ତ ଖବର ଫ୍ୟାସନ ଡିଜାଇନ…

ବଲିଉଡ୍‌ରେ ପୁଣି କମାଲ କଲେ ଓଡ଼ିଆ ପୁଅ ରାଜ କିଶୋର ହୋତା

ବଲିଉଡ୍‌ରେ ପୁଣି ଚମକିଲେ ଓଡ଼ିଆ ପୁଅ । ଫିଲ୍ମ `ଭୁଲ ଭୁଲେୟା-୩'ରେ ସହ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଲାଇଲେ । ସୋନପୁରର ରାଜ କିଶୋର ହୋତାଙ୍କୁ ନେଇ ଚର୍ଚ୍ଚା । ପୂର୍ବରୁ ଅନେକ ସୁପରହିଟ୍ ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ କରିଥିଲେ କାମ । ଆଇ ଆମ କଲାମ, କୌନ କିତନେ ପାନି…

୫୯ତମ ଜନ୍ମଦିନ ପାଳିଲେ ଶାହରୁଖ ଖାନ୍

ଆଜି କିଙ୍ଗ୍‌ ଖାନ୍ ପାଳୁଛନ୍ତି ତାଙ୍କର ୫୯ତମ ଜନ୍ମଦିନ। ବିଗ୍ ବି ଅମିତାଭ ବଚ୍ଚନଙ୍କ ପରି ସୁପରଷ୍ଟାର୍ ଶାହରୁଖ ଖାନ୍ ମଧ୍ୟ ତାଙ୍କର ଜନ୍ମଦିନରେ ବାସଭବନ ‘ମନ୍ନତ୍’ ବାହାରେ ଜମା ହୋଇଥିବା ହଜାର ହଜାର ପ୍ରଶଂସକମାନଙ୍କୁ ଦେଖା ଦିଅନ୍ତି, ହାତ ହଲାଇ ଅଭିବାଦନ ଜଣାନ୍ତି। ଜନ୍ମଦିନରେ ଶାହରୁଖ…

ନୂଆବର୍ଷରେ ରିଲିଜ୍ ହୋଇପାରେ ‘ଦାହାନ୍’

‘ପ୍ରତୀକ୍ଷା‘, ‘ତ୍ରିକନ୍ୟା’ ଓ ‘କର୍ମ’ ପରେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ତାଙ୍କର ନୂଆ ସିନେମା ‘ଦାହାନ୍’କୁ ନୂଆବର୍ଷରେ ରିଲିଜ୍ କରିବାର ଯୋଜନା କରିଛନ୍ତି। ଅମୀୟ ପଟ୍ଟନାୟକ ପ୍ରଡକସନ୍ ବ୍ୟାନରରେ ନିର୍ମିତ ‘ଦାହାନ୍’ ତାଙ୍କର କାହାଣୀ ଉପରେ…

ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସୁପ୍ରିମକୋର୍ଟଙ୍କଠାରୁ ମିଳିଛି ଏକ ବଡ଼ ଆଶ୍ବସ୍ତି

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ବସ୍ତି ମିଳିଛି |୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୀବନ ହାରିବା ପରେ ରିୟା ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ପରିବାର |ଉକ୍ତ ଘଟଣାରେ, ଅଭିନେତ୍ରୀ, ତାଙ୍କ ଭାଇ…

ଅଭିଷେକ କାହିଁକି ଐଶ୍ୱର୍ଯ୍ୟାଙ୍କ ସହ ଦେଖାଯାଉନାହାଁନ୍ତି ?

କିଛି ଦିନ ଧରି ବଚ୍ଚନ ପରିବାରରେ କଣ ଘଟୁଛି ତାକୁ ନେଇ ଚର୍ଚା ହେଉଛି । କୁହାଯାଉଛି ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି । ଏବେ ଏକ ଫଟୋ ଭାଇରାଲ ହେଉଛି । ଏଥିରେ ଐଶ୍ବର୍ଯ୍ୟାଙ୍କ ପରିବାର ଅଭିଷେକ ନାହାଁନ୍ତି । ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ, ଯାହାର ଫଟୋ…

ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ନାଗା ଚୈତନ୍ୟ ଓ ଶୋଭିତ ଧୁଲିପାଲା

ଶୋଭିତା  ଧୁଲିପାଲ ଖୁବଶୀଘ୍ର  ସାଉଥ ସୁପରଷ୍ଟାର୍‌ ନାଗା ଚୈତନ୍ୟଙ୍କୁ କରିବେ ବିବାହ। ଏନେଇ ଅଭିନେତ୍ରୀ ନିଜେ ସୂଚନା ଦେଇଛନ୍ତି । ନାଗା ଚୈତନ୍ୟଙ୍କ ସହ ନିର୍ବନ୍ଧର ଦୁଇ ମାସ ପରେ ଏବେ ବଧୂ ସାଜିବେ ଶୋଭିତା। ଏଥିପାଇଁ ତାଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।ଶୋଭିତ ଧୁଲିପାଲା ନିଜ…

ଯାଜପୁର ଜିଲ୍ଲା କାଳିଆପାଣି ଥାନା ଓଏମ୍‌ସି କଲରଙ୍ଗି ଟ୍ରକ୍‌ ପାର୍କିଂୟାର୍ଡରେ ସୂଟିଙ୍ଗ ହେଉଛି…

ଯାଜପୁର ଜିଲ୍ଲା କାଳିଆପାଣି ଥାନା ଓଏମ୍‌ସି କଲରଙ୍ଗି ଟ୍ରକ୍‌ ପାର୍କିଂୟାର୍ଡରେ ମୈତ୍ରୀ ମୁଭି ମେକର୍ସ ପକ୍ଷରୁ ଆଜି ବହୁଚର୍ଚ୍ଚିତ ପୁଷ୍ପା-୨ ଫିଲ୍ମ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ସୁଟିଂ କରାଯାଇଛି। ଏହି ଚଳଚ୍ଚିତ୍ର ପାଇଁ ପ୍ରଯୋଜନା ସଂସ୍ଥାର ପ୍ରବନ୍ଧକ ଜି ଭାରା ପ୍ରସାଦଙ୍କ ନେତୃତ୍ବରେ…

ଆଜି ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘କର୍ମ’

ଧରାପୃଷ୍ଠରେ ଜନ୍ମନେଇ ଈଶ୍ବର ମଧ୍ୟ ନିଜ କର୍ମର ଫଳ ନିଜେ ଭୋଗିଛନ୍ତି। ଯେଉଁଠି ଇଶ୍ବର କର୍ମଫଳ ଭୋଗୁଛନ୍ତି, ସେଠି ମଣିଷ ବା ବର୍ତ୍ତିଯିବ କେମିତି? ଯିଏ ଯେମିତି କର୍ମ କରିବ, ସେ ତା’ର ଫଳ ନିଶ୍ଚୟ ପାଇବ। ଏଭଳି ଏକ ବାର୍ତ୍ତା ନେଇ ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଛି…

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’: ଜଣେ ଡାକ୍ତରଙ୍କ ସାହସର କାହାଣୀ

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ସିନେମା ‘ଦମନ’ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି । ଫିଲ୍ମର କଥାବସ୍ତୁ ହେଲା-ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ ନାମରେ ଏକ ଯୋଜନା  । ଏହି ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ…