Browsing Tag

#DELHI

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିରେ ବ୍ୟସ୍ତ, ପ୍ରଧାନମନ୍ତ୍ରୀ ମୋଦି ‘ମେରା ବୁଥ୍ ସବସେ…

ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​୨୭ ବର୍ଷର ମରୁଡ଼ିକୁ ଦୂର କରିବା ପାଇଁ ଭାରତୀୟ ଜନତା ପାର୍ଟି ନିଜର ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛି। ଏହି ପରିପ୍ରେକ୍ଷୀରେ, ବିଜେପି ତାର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ 'ମେରା ବୁଥ୍ ସବୁସେ ମଜବୁତ' ନାରା ଦେଇଛି। ଏହି ସ୍ଲୋଗାନ…

କେଜରିଓ୍ବାଲଙ୍କ ଉପରେ ପଥରମାଡ଼

ନିର୍ବାଚନ ପ୍ରଚାର ସମୟରେ ଅରବିନ୍ଦ କେଜରିୱାଲଙ୍କ କାର ଉପରେ ଆକ୍ରମଣ ହୋଇଛି। କେଜରିୱାଲଙ୍କ ଗାଡ଼ି ଉପରକୁ ପଥର ଫିଙ୍ଗାଯାଇଛି। ଏହି ଅଭିଯୋଗ ପରେ, ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଆମ ଆଦମୀ ପାର୍ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହାର ଅଫିସିଆଲ ହ୍ୟାଣ୍ଡେଲରେ ଏକ ଭିଡିଓ…

ଦିଲ୍ଲୀରେ ପୁଣି ଲଭଜିହାଦ

ଦିଲ୍ଲୀର ଜଣେ ଯୁବକ ତାଙ୍କର ଗର୍ଭବତୀ ପ୍ରେମିକାଙ୍କୁ ତାଙ୍କର ଦୁଇ ସାହାଯ୍ୟକାରୀଙ୍କ ଦ୍ୱାରା ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ୧୯ ବର୍ଷୀୟ ପୀଡ଼ିତା ଯୁବତୀଙ୍କ ନାମ ସୋନି । ସୂଚନା ମୁତାବକ, ସୋନି ଓ ଅଭିଯୁକ୍ତଙ୍କ ମଧ୍ୟରେ…

ଦିଲ୍ଲୀରେ ନିଶ୍ବାସ ନେବା କଷ୍ଟ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଚାଲିଛି । କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ ମର୍ଣ୍ଣିଂ ଓ୍ବାକ୍ କରିବାକୁ ଭୟ ଲାଗୁଥିବା କହିଥିଲେ । ଏବେ  ଅଧିକାଂଶ ଦିଲ୍ଲୀ ବାସିନ୍ଦା ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା କହିଲେଣି। ପ୍ରଦୂଷଣ ପାଇଁ ପ୍ରଧାନ…

ନୂଆଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ

ନୂଆଦିଲ୍ଲୀରେ ଆଜି ବସିବ ମାଓ ମୁକାବିଲା ବୈଠକ। ସକାଳ ୧୦ଟାରେ ବିଜ୍ଞାନ ଭବନଠାରେ ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ। ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ…

ଦିଲ୍ଲୀ ସେବା ବିଲକୁ ବିଜେଡିର ସଂସଦରେ ସମର୍ଥନ

ଭୁବନେଶ୍ବର: ଦିଲ୍ଲୀ ସେବା ବିଲକୁ ବିଜେଡିର ସମର୍ଥନ । ପାର୍ଲାମେଣ୍ଟରେ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କଲା ବିଜେଡି । ଆଜି ପୁରୀ ସାଂସଦ ପିନାକି ମିଶ୍ର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି । ଓ୍ବାଇଏସଆର କଂଗ୍ରେସ୍ ପରେ ଏନଡିଏକୁ ବିଜେଡିର ସମର୍ଥନ ନେଇ ଚର୍ଚ୍ଚା ହେଉଛି । ସମଦୂରତା କଥା ମଧ୍ୟ ସ୍ପଷ୍ଟ…

ଦିଲ୍ଲୀରେ କୋହଳ ହେଲା କରୋନା ନିୟମ

ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ୍ ସଂକ୍ରମଣ ବଢୁଥିବା ନେଇ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ ସରକାର କର୍ଫ୍ୟୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାତି ସମୟରେ କର୍ଫ୍ୟୁ ଜାରି ରହିବ। ସିନେମା ହଲ, ରେଷ୍ଟୁରାଣ୍ଟ

ବଲିଉଡ ଗୀତରେ ଭାରତୀୟ ନୈାସେନାର ଅଭ୍ୟାସ

ମେଟ୍ରୋ ଟିଭି ଓଡିଶା,୨୪/୧ : ଆଗକୁ ଆସୁଛି ଜାନୁୟାରୀ ୨୬ ଅର୍ଥାତ ଗଣତନ୍ତ୍ର ଦିବସ । ଏଥିପାଇଁ ଚଳଚଞ୍ଚଳ ପ୍ରତ୍ୟେକ ସ୍‌ୁଲ ,କଲେଜ ଅର୍ଥାତ ବିଭିନ୍ନ ଅନୁଷ୍ଠାନ । କାରଣ ୭୩ତମ ଦିବସକୁ ବେଶ ଧୂମଧାମରେ ପାଳନ କରାଯିବ । ଏଥିପାଇଁ ଚାଲିଛି ସବୁଠି ଜୋରଦାର ପ୍ରସ୍ତୁତି । କରୋନା କଟକଣା ଭିତରେ

ସୁପ୍ରମିକୋର୍ଟରେ ବିଚାରପତିଙ୍କୁ କରୋନା

ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଚାରିଆଡେ ବ୍ୟାପି ଗଲାଣି ।ବର୍ତ୍ତମାନ ଦିଲ୍ଲୀର ସଂସଦ ଗୃହରେ ପହଞ୍ଚିସାରିଲାଣି କରୋନା । ସଂସଦ ଗୃହରେ ୪୦୦ ରୁ ଅଧିକ କର୍ମଚାରୀ ଏବଂ ସୁରକ୍ଷା କର୍ମୀ କରୋନା ପଜିଟିଭ ହୋଇଥିବା ବେଳେ ସୁପ୍ରମିକୋର୍ଟର ୪ ଜଣ ବିଚାରପତିଙ୍କୁ କରୋନା ଚିହ୍ନଟ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ ଚିହ୍ନଟ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଏବେ ନିଜ ବାସଭବନରେ କ୍ୱାରେଣ୍ଟାଇନରେ ଅଛନ୍ତି । ସେ କହିଛନ୍ତି ତାଙ୍କ ସଂର୍ସ୍ପଶରେ ଆସିଥିବା ଲୋକ ମାନେ ନିଜର କରୋନା ଟେଷ୍ଟ କରୋଇନେବାକୁ ।