Browsing Tag

Debashis Biswal

ଲୁହରେ ଭିଜିଲା ସହିଦ ଦେବାଶିଷ ବିଶ୍ବାଳଙ୍କ ଗାଁ: ପଚିଶ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ : ଲୁହରେ ଭିଜିଛି ସହିଦ ଦେବାଶିଷ ବିଶ୍ୱାଳଙ୍କ ଗାଁ । ପିଲାଠୁ ବୁଢ଼ା ସମସ୍ତଙ୍କ ଆଖିରେ ଲୁହ । ଖବର ପହଁଚିବା ପରେ ସହିଦଙ୍କ ଘରେ କାନ୍ଦ ବୋବାଳି ବନ୍ଦ ହେଉନାହିଁ । ବନ୍ଧୁ ପରିଜନ, ରାଜନେତାଙ୍କ ଗହଳି ଛୁଟିଛି । କିନ୍ତୁ ନିଜ ପୁଅକୁ ହରାଇ ପରିବାର , ଗାଁ ଏବେ ଝୁରୁଛି । ଗତକାଲି…