Browsing Tag

#culture

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ବେଶ

ମେଟ୍ରୋ ଟିଭି ଓଡିଶା,୯/୨ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ଓ ଶ୍ରୀମୁଖ ସିଂହାର ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ସୂଚନା

ଆଜି ଶ୍ରୀପଞ୍ଚମୀ

ମେଟ୍ରୋ ଟିଭି ଓଡିଶା,୪/୨ : ଆଜି ଶ୍ରୀପଞ୍ଚମୀ । କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ ସରସ୍ୱତୀ ପୂଜା ପାଳନ ପାଇଁ ଅନୁମତି ମିଳିଛି । ସୀମିତ ଛାତ୍ରଙ୍କୁ ନେଇ ପୂଜା ପାଳନ ହେବ । କୋଭିଡ ନିୟମ ପାଳନ କରି ଏମାନେ ପୂଜାରେ ସାମିଲ ହେବେ । ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ବାଦଦେଲେ

ଆଜି ପବିତ୍ର ଶାମ୍ବ ଦଶମୀ

ମେଟ୍ରୋ ଟିଭି ଓଡିଶା,୧୨/୧: ପୌଷମାସ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ଏହି ଶାମ୍ବ ପର୍ବ । ଏହି ଶାମ୍ବ ଦଶମୀରେ ବିଶେଷ କରି ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ରୀତି ନୀତି ପରମ୍ପରା ସହ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ସନ୍ତାନ ସନ୍ତତିଙ୍କ ମଙ୍ଗଳ

ସୁନା ଠାରୁ ବଳିଗଲା ମିଠା

ମେଟ୍ରୋ ଟିଭି ଓଡିଶା,୧୦/୧: ମିଠା ବିଭିନ୍ନ ପ୍ରକାରର ଜିନିଷରୁ ତିଆରି ହୋଇଥାଏ । କିନ୍ତୁ କେବେ ସୁନାର ମିଠା ତିଆରି ହେବ ଏ ନେଇ ଆଶ୍ଚର୍ଯ୍ୟ ଲାଗୁଛି । ମିଠା ଏକ ଏପରି ଖାଦ୍ୟ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । କିଛି ମିଠା ପ୍ରେମୀଙ୍କୁ ବିଭିନ୍ନ ସ୍ୱାଦର ମିଠା ଖାଇବାକୁ ଭଲ

ଆଜିଠୁ ପୁଣି ଆରମ୍ଭ ହେଲା ମାତା ବେଷ୍ଣୋଦେବୀଙ୍କ ଯାତ୍ରା

ମେଟ୍ରୋ ଟିଭି ଓଡିଶା,୬/୧: ମାତା ବେଷ୍ଣୋଦେବୀଙ୍କ ଯାତ୍ରା ପାଇ କରିବାକୁ ଚାହୁଁଥିବା ଲୋକଙ୍କ ପାଇ ନୂଆ ଖୁସି ଖବର ଆସିଛି ।ପୁଣି ଥରେ ଖୋଲିଛି ମାତାଙ୍କ ମନ୍ଦିର ।ଏବେ ଭକ୍ତ ମାଁଙ୍କ ଦର୍ଶନ କରିପାରିବେ । କିଛି ଦିନ ହେଲା ଜାମ୍ମୁ-କାଶ୍ମୀରରେ ପ୍ରବଳ ବରଫାବୃତ ହେଉଥିବାରୁ ମାତାଙ୍କ