ବହିଷ୍କୃତ ହେଲେ ଏସସିବି ମେଡିକାଲର ଅଭିଯୁକ୍ତ ଡାକ୍ତର
କୋଲକତା ହରର ଘଟଣାରେ ସମଗ୍ର ଦେଶ ବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ କଟକ ଏସସିବି ମେଡିକାଲରେ ବି ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ୨ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ…