Browsing Tag

#cricket

ବାଂଲାଦେଶ ବିପକ୍ଷରେ ଭାରତର ବ୍ୟାଟିଂ ଜାରି

ଢାକା: ଆରମ୍ଭ ହୋଇଛି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ । ଅଧିନାୟକ କେଏଲ ରାହୁଲ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ଭାରତ ପ୍ରଥମେ ବ୍ୟାଟିଂ କରି ଏକ ଉଇକେଟ ହରାଇ କରିଛି 43 ରନ୍ । ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ୩ଟି ଯାକ ଦିନିକିଆରେ ଟସ୍‌ ହାରିଥିବା ଭାରତ

ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଅକ୍‌ଲାଣ୍ଡ: ପ୍ରଥମ ଦିନିକିଆରେ ଭାରତ 306 ରନ୍ କରିଛି । ଭାରତୀୟ ଟିମ୍‌ ପକ୍ଷରୁ ଶ୍ରେୟସ ଆୟର ୮୦ ରନ୍ ଓ ଶିଖର ଧଓ୍ବନ୍‌ ୭୨ ରନ୍‌ର ଇନିଂସ ଖେଳିଛନ୍ତି। ଭାରତ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୩୦୭ ରନ୍‌ର ଟାର୍ଗେଟ ଦେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୭ ଓ୍ବିକେଟରେ ୩୦୬ ରନ୍‌

ବର୍ଷା ପାଇଁ ମ୍ୟାଚ ରହିଲା ଟାଇ

ନେପିୟର : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ଟ୍ବେଣ୍ଟି ଟ୍ବେଣ୍ଟି ରେ ଘରୋଇ ଦଳ ୧୯.୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୬୦ ରନ କରିଥିଲା। ଟିମ୍‌ ଇଣ୍ଡିଆ 9 ଓଭରରେ 4 ଉଇକେଟ ହରାଇ 75 ରନ କରିବା ପରେ ବର୍ଷା ହେବାରୁ ମ୍ୟାଚ ସ୍ଥଗିତ ରହିଥିଲା । ଡିଏଲଏସ ମେଥଡରେ ଏହି

ସୂର୍ଯ୍ୟକୁମାରଙ୍କ ଦମଦାର ଶତକ, ନ୍ୟୁଜିଲାଣ୍ଡ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ

ବେ ଓଭାଲ: ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ଅର୍ଜନ କରିଛନ୍ତି । ଗୋଟିଏ କ୍ୟାଲେଣ୍ଟର ବର୍ଷରେ ତାଙ୍କର ଏହା ଦ୍ବିତୀୟ ଶତକ । ୫୧ ବଲରେ ୧୧୧ ରନ୍ କରିଛନ୍ତି ସ୍କାଏ । ଏଥିରେ ରହିଛି ୧୧ଟି ଚୌକା ଓ ୭ଟି ଛକା । ନିର୍ଦ୍ଧାରିତ ଓଭରରେ ୬

ପାକିସ୍ତାନ ବିପକ୍ଷରେ ନିଉଜିଲ୍ୟାଣ୍ଡର 152 ରନ

ସିଡ୍‌ନି: ନ୍ୟୁଜଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୨ ରନ୍‌ କରିଛି। ଫଳରେ ୧୫୩ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇବ ପାକିସ୍ତାନ। ସେମିଫାଇଲାନରେ ନ୍ୟୁଜଲାଣ୍ଡ କ୍ୟାପଟେନ କେନ୍‌ ୱିଲିୟମସନ୍ ଟସ୍‌ ଜିତି ପ୍ରଥମେ ବ୍ୟଟିଂ କରିବାକୁ ନିଷ୍ପତ୍ତି

ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ହରାଇଲା ନେଦରଲାଣ୍ଡ, ସେମିଫାଇନାଲରେ ପ୍ରବେଶ କଲା ଇଣ୍ଡିଆ

ଆଡିଲେଡ୍‌ :  ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ନେଦରଲାଣ୍ଡ । ଆଜି ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ହରାଇଛି ନେଦରଲାଣ୍ଡ । ଦକ୍ଷିଣ ଆଫ୍ରିକାର ପରାଜୟ ସହିତ ଗ୍ରୁପ୍-୨ରୁ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ ଅର୍ଥାତ ଦକ୍ଷିଣ ଆଫ୍ରିକା

କିଙ୍ଗ୍‌ କୋହଲିଙ୍କୁ ଜନ୍ମଦିନର ଅଭିନନ୍ଦନ

କିଙ୍ଗ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ସାରା ବିଶ୍ବରୁ ମିଳିବାରେ ଲାଗିଛି । ମେଲବର୍ଣ୍ଣରେ ସେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ତାଙ୍କୁ ଢ଼େରସାରା ଶୁଭେଚ୍ଛା ବାର୍ତ୍ତା ମିଳୁଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ନିର୍ଭରଯୋଗ୍ୟ ବ୍ୟାଟର୍‌

ଅଷ୍ଟ୍ରେଲିଆ ୪ ରନରେ ଆଫଗାନିସ୍ତାନକୁ ପରାସ୍ତ କଲା, ସେମିଫାଇନାଲ ଯିବା ସହଜ ନୁହେଁ

ଆଡିଲେଡ୍ : ଆଡିଲେଡଠାରେ ଅଷ୍ଟ୍ରେଲିଆକୁ ବହୁ କଷ୍ଟ ସ୍ବୀକାର କରି ଜିତିବାକୁ ପଡିଛି । ହାରୁ ହାରୁ ଜିତିଯାଇଛି ଅଷ୍ଟ୍ରେଲିଆ । ତେବେ ଏବେ ବି ଅଷ୍ଟ୍ରେଲିଆ ସେମିଫାଇନାଲ ଆଶା ଉଜ୍ଜ୍ବଳ ନାହିଁ । ଆସନ୍ତାକାଲି ଯଦି ଇଂଲଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରେ ତେବେ ଅଷ୍ଟ୍ରେଲିଆ ସେମିଫାଇନାଲ ଯାଇପାରିବ

ଆଜି ନ୍ୟୁଜିଲାଣ୍ଡ-ଆୟର୍ଲାଣ୍ଡ ମଧ୍ୟରେ ମୁକାବିଲା

ଆଡିଲେଡ୍‌ : ଟି-ଟ୍ୱେଣ୍ଟି ବିଶ୍ୱକପ୍‌ କିଏ ଜିତିବ ସେଥିପାଇଁ ପ୍ରଶଂସକ ମଧ୍ୟରେ ପ୍ରବଳ ଉତ୍ସାହ । ଆଜି ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ପରସ୍ପରକୁ ଭେଟିବେ । ନିଉଜିଲ୍ୟାଣ୍ଡ ଗ୍ରୁପରେ ଶୀର୍ଷରେ ରହିଛି । ଆଜିର ମ୍ୟାଚ୍‌ରେ ବିଜୟ ସହ ସେମିରେ ସ୍ଥାନ ପକ୍କା କରିବାକୁ ନ୍ୟୁଜିଲାଣ୍ଡ ଲକ୍ଷ୍ୟ ରଖିଛି

ପାକିସ୍ତାନ ବ୍ୟାଟର୍‌ ରିଜଓ୍ବାନକୁ ପଛରେ ପକାଇ ୧ ନମ୍ବର ହେଲେ ସୂର୍ଯ୍ୟ

ଚମକୁଛନ୍ତି ସୂର୍ଯ୍ୟକୁମାର ଯାଦବ । ଗୋଟିଏ ବର୍ଷ ଭିତରେ ବିଶ୍ବର ବିଶିଷ୍ଟ ଖେଳାଳୀଙ୍କୁ ପଛରେ ପକାଇ ସେ ଏକ ନମ୍ବର ହୋଇଛନ୍ତି । କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି ସୂର୍ଯ୍ୟକୁମାର ଯାଦବ । ଆଇସିସି ପକ୍ଷରୁ ପ୍ରକାଶିତ ତାଲିକାରେ ସେ ଏବେ ଏକନମ୍ବରରେ ଅଛନ୍ତି ।