Browsing Tag

#cricket

ଇଣ୍ଡିଜ୍‌ ୧୫୦ରେ ଅଲ୍‌ଆଉଟ

ରୁସୌ : ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସ୍‌ରେ ୧୫୦ରନ କରି ଅଲ୍‌ଆଉଟ ହୋଇଯାଇଛି ।  ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ୍‌ରେ କୌଣସି ୱିକେଟ ନ ହରାଇ ୮୦ ରନ ସଂଗ୍ରହ କରିଛି । ଭାରତ ଏବେ ୭୦ ରନ ପଛରେ ରହିଛି ।ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଇନିଂସ୍‌ରେ ଯଶସ୍ବୀ ଜୟସୱାଲଙ୍କ ୪୦…

ପ୍ରଥମ ଟେଷ୍ଟ୍‌ ଆଜିଠୁ

ଡୋମିନିକା: ଆଜିଠୁ ‌ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯିବାକୁ ଥିବା  ପ୍ରଥମ ଟେଷ୍ଟ୍‌ ଡୋମିନିକାର ରୋସିୟୁରେ ଆରମ୍ଭ ହେବ। ଏହି ଟେଷ୍ଟ ଜରିଆରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍‌ ପଦାର୍ପଣ କରିବା ସମ୍ଭାବନା ଅଧିକ ରହିଛି। ଅନ୍ୟପକ୍ଷ‌ରେ ଦିନିକିଆ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନରୁ ନିରାଶ…

ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ବଡ଼ ବିଜୟ

ଢାକା: ଭାରତୀୟ ମହିଳା କ୍ରିକେଟ ଟିମ୍  ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବଡ଼ ବିଜୟ ହାସଲ କରିଛି ।  ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୧୪ ରନରେ ସୀମିତ ରହିଥିଲା । ସେହିପରି ଭାରତୀୟ ଦଳ ୧୬.୨ ଓଭରରେ…

ମୁମ୍ବାଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ରନ

 ଲକ୍ଷ୍ନୌ: ଆଜି ଯିଏ ଜିତିବ ପ୍ଲେ ଅଫ୍ ପାଇଁ ସେ କ୍ବାଲିଫାଏ କରିବ । ମୁମ୍ବାଇ ଓ ଲକ୍ଷ୍ନୈା ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ  ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୈା  ୨୦ ଓଭରରେ  ୩ ଓ୍ବିକେଟ ହରାଇ ୧୭୭ ରନ କରିଛି। ଫଳରେ ମୁମ୍ବାଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ରନ ରହିଛି। ଲକ୍ଷ୍ନୈା ପାଇଁ  କୃନାଲ…

ଗୁଜରାଟ ପ୍ଲେ ଅଫ୍‌ରେ : ଶୁବମନଙ୍କ ପ୍ରଥମ ଆଇପିଏଲ୍‌ ଶତକ

ଅହମଦାବାଦ: ଗୁଜରାଟ ପ୍ଲେ ଅଫ୍‌ରେ ପହଁଚିଛି । ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ  ଗିଲଙ୍କ ପ୍ରଥମ ଆଇପିଏଲ୍‌ ଶତକ ବଳରେ ଗୁଜରାଟ ୧୮୮ ରନ୍‌ କରିଥିଲା।…

ବାଙ୍ଗାଲୋରକୁ ୭ ୱିକେଟରେ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକେଟରେ ଦିଲ୍ଲୀ କ୍ୟାପିଟାଲ ସହଜରେ ପରାସ୍ତ କରିଛି। ବାଙ୍ଗାଲୋରର ୧୮୨ ରନର ଟାର୍ଗେଟ ଦେଇଥିଲା । ଏହାକୁ ପିଛା କରି ଦ୍ବିତୀୟ ପାଳିରେ ଦିଲ୍ଲୀ ୩ ୱିକେଟ ହରାଇ ୧୬.୪ ଓଭରରେ ୧୮୭ ରନ କରି ବିଜୟୀ ହୋଇଛି। ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ…

ମୁମ୍ବାଇକୁ ୬ ୱିକେଟରେ ହରାଇଲା ଚେନ୍ନାଇ

ଚେନ୍ନାଇ: ଚେନ୍ନାଇ ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇଛି ।  ଆଜିର ମ୍ୟାଚରେ ଚେନ୍ନାଇ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଆଉ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ଟି ୱିକେଟ ହରାଇ୧୩୯ ରନ ହାସଲ କରିଥିଲା । ଏହାର ଜବାବରେ ଚେନ୍ନାଇ ୧୭.୪ ଓଭରରେ ୪ଟି ୱିକେଟ…

ଗୁଜରାଟ ଟାଇଟନ୍ସ ୯ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇଲା

ଗୁଜରାଟ ଟାଇଟନ୍ସ ସହଜ ବିଜୟ ହାସଲ କରିଛି । ପ୍ରଶଂସକମାନେ ଏଥର ମଧ୍ୟ ଗୁଜରାଟ ଟାଇଟଲ ବିଜୟୀ ହେବ ବୋଲି କହିବା ଆରମ୍ଭ କରିଲେଣି ।  ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୯ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ  ଶୀର୍ଷ ସ୍ଥାନରେ ରହିଛି । ରାଜସ୍ତାନକୁ ୧୧୮ ରନ୍‌ରେ ରୋକି ଦେଇଥିଲେ ଗୁଜରାଟ ବୋଲର।…

ଲକ୍ଷ୍ନୌରେ ଏଲଏସଜି-ସିଏସକେ ଲଢ଼େଇ

ଲକ୍ଷ୍ନୌ: ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଆଜି ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ। ପଏଣ୍ଟ ଟେବୁଲରେ ଏଲଏସଜି ତୃତୀୟ ସ୍ଥାନରେ ରହିଛି। ୯ ମ୍ୟାଚରୁ ୫ ଜିତି ୪ ହାରି ଏହା ୧୦ ପଏଣ୍ଟ ହାସଲ କରିଛି। ଏହାର…

ବିରାଟ୍ ଓ ଗମ୍ଭୀରଙ୍କ ବାକ୍-ଯୁଦ୍ଧ, ଦୁହିଁଙ୍କ ଶତପ୍ରତିଶତ ମ୍ୟାଚ୍-ଫି କଟିଲା

ଲକ୍ଷ୍ନୌ : ବିରାଟ୍ ଓ ଗମ୍ଭୀରଙ୍କ ବାକ୍-ଯୁଦ୍ଧ, ଦୁହିଁଙ୍କ ଶତପ୍ରତିଶତ ମ୍ୟାଚ୍-ଫି କଟିଲା ।  ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍  ମ୍ୟାଚ ପରେ   କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ…