Browsing Tag

#cricket

ବିଶ୍ବକପରେ ଆଜି ଭାରତ, ପାକିସ୍ତାନ ମ୍ୟାଚ୍

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ମୈଦାନ ପ୍ରସ୍ତୁତ  । ଭାରତ-ପାକିସ୍ତାନ ଖେଳାଳିମାନେ ପ୍ରସ୍ତୁତ । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ମ୍ୟାଚ ।  ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପାକିସ୍ତାନ ଅଧିନାୟକ ବାବର ଆଜାମ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ…

ଆସନ୍ତାକାଲି ଭାରତ ପାକିସ୍ତାନ ମ୍ୟାଚ: ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ବାଂଲାଦେଶ

ଚେନ୍ନାଇ : ଚାଲିଛି କ୍ରିକେଟ ବିଶ୍ବକପ । ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ବାଂଲାଦେଶ । ଶନିବାରର ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ଦୁଇ ଦଳକୁ ନେଇ ଚାଲିଛି ଚର୍ଚା । ତେବେ ଆଜି ଅପରାହ୍ଣ ୨ଟାରେ ବିଶ୍ବକପ ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ନ୍ୟୁଜିଲାଣ୍ଡ ଦୁଇଟି…

ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ହାରିଲା

ଚେନ୍ନାଇ: ଚେନ୍ନାଇରେ ବିଜୟରୁ ଦୃଢ଼ ଆତ୍ମବିଶ୍ବାସ ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚ୍‌ରେ ରବିବାର ରୋହିତ ବାହିନୀ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଜୋସ୍ ହାଜେଲଉଡ୍ ପ୍ରଥମେ ରୋହିତଙ୍କୁ ଏବଂ ପରେ ଶ୍ରେୟସ୍‌କୁ ଚକ୍‌ମା ଦେବା ପରେ ମାତ୍ର…

ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଅହମ୍ମଦାବାଦ: ବିଶ୍ବକପ ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡର ଦମଦାର ବିଜୟ। ପ୍ରତିପକ୍ଷ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଲା କିଓ୍ବି ଟିମ୍। ନିର୍ଦ୍ଧାରିତ ଓଭରରୁ ୮୨ ବଲ ବାକି ଥାଇ ମ୍ୟାଚ ହାତେଇ ନେଇଛି ନ୍ୟୁଜିଲାଣ୍ଡ। କନଓ୍ବେ ୧୨୧ ବଲରେ ୧୫୨ ରନ କରିଥିବାବେଳେ ରବୀନ୍ଦ୍ର ୯୬ ବଲରେ ୧୨୩ ରନ…

ଆଜିଠୁ ବିଶ୍ବକପ୍ : ଖେଳିବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

ଅହମଦାବାଦ: ବିଶ୍ବକପ୍‌ ମ୍ୟାଚରେ ଆଜି ପୂର୍ବ ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଦୁଇ ଦଳ ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଇଂଲଣ୍ଡ ବ୍ୟାଟିଂଲାଇନ ସହ ବୋଲିଂ ଲାଇନ ଶକ୍ତ ଅଛି । ମଧ୍ୟକ୍ରମରେ ଏକାଧିକ ବାମହାତୀ ଖେଳାଳି ଥିବା ବେଳେ ବ୍ରୁକ୍‌ ଓ…

ଆଜିଠୁ ଆରମ୍ଭ ହେଉଛି ଓ୍ବାର୍ମଅପ ମ୍ୟାଚ୍ : ପ୍ରଥମ ଦିନରେ ୩ଟି ମ୍ୟାଚ୍

ଆଜିଠୁ ଆରମ୍ଭ ହେଉଛି ଓ୍ବାର୍ମଅପ ମ୍ୟାଚ୍  ।  ପ୍ରଥମ ଦିନରେ ୩ଟି ମ୍ୟାଚ୍   । ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍  । ଭାରତୀୟ ଦଳ ଦୁଇଟି ଓ୍ବାର୍ମ ଅପ୍ ମ୍ୟାଚ୍ ଖେଳିବ। ଶୁକ୍ରବାର ନ୍ୟୁଜିଲାଣ୍ଡ ସହିତ ଓ  ଅକ୍ଟୋବର ୩ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ…

ଆଇସିସି ବିଶ୍ବକପ ପାଇଁ ଭାରତୀୟ ଦଳ

ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩ର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୫ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଭାରତୀୟ ଦଳକୁ ବିଶ୍ୱକପ ପୂର୍ବରୁ ୨ଟି ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡିବ। ସେପ୍ଟେମ୍ବର ୩୦ରେ ଦଳକୁ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ…

ଅଷ୍ଟ୍ରେଲିଆ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ

ଅଷ୍ଟ୍ରେଲିଆ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ । ଦ୍ବିତୀୟ ଦିନିକିଆରେ ନିର୍ଦ୍ଧାରିତ ଓଭର ମଧ୍ୟରେ ଭାରତ ୫ ଓ୍ବିକେଟ ହରାଇ ୩୯୯ ରନ ସଂଗ୍ରହ କରିପାରିଛି । ଶ୍ରେୟସ ଆୟାର ଏବଂ ଗିଲଙ୍କ ଦମଦାର ଶତକ ବଳରେ ଦଳ ଏକ ବିଶାଳ ସ୍କୋର କରିପାରିଛି । ସେପଟେ ରାହୁଲ ଏବଂ ସୂର୍ଯ୍ୟକୁମାର…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ

ମୋହାଲି: ଅଷ୍ଟ୍ରେଲିଆ ସହ ଦିନିକିଆ ମ୍ୟାଚ୍ ଆଜିଠୁ ଆରମ୍ଭ ହେବାକୁ ଯାଉଛି ।  ଘରୋଇ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଏହି ମ୍ୟାଚ୍‌ ଖେଳୁଛି। ବିଶ୍ବକପ୍‌ ପୂର୍ବର ଏହି ଲଢ଼େଇରେ ଭାରତୀୟ ଦଳରେ‌…

ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତି

କିଏ ଜିତିବ ମ୍ୟାଚ । ଶ୍ରୀଲଙ୍କା କି ଭାରତ । ଆଜି ମୁକାବିଲା ଚାଲିଛି  । ବର୍ଷା ପାଇଁ ଖେଳ ବିଳମ୍ଭରେ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଓଭରରୁ ଶ୍ରୀଲଙ୍କାର ଉଇକେଟ ଯାଇଛି । ଗୋଟେ ପରେ ଗୋଟେ ଉଇକେଟ ହରାଇ ଶ୍ରୀଲଙ୍କା ସମସ୍ୟାରେ ପଡିଛି । ଗୋଟିଏ ଓଭରରେ ଚାରିଟି ଉଇକେଟ ନେଇଛନ୍ତି ସିରାଜ । …