Browsing Tag

#cricket

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍: ଭାରତ ୨୦୮/୮

ସେଞ୍ଚୁରିଅନ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ  ଭାରତ ୮ୱିକେଟ୍‌ ବିନିମୟରେ ୨୦୮ ରନ୍‌ କରିଛି। ପ୍ରଥମ ଦିନ ଖେଳ ବନ୍ଦ ହେବା ବେଳକୁ କେଏଲ୍‌ ରାହୁଲ ୭୦ରନ୍ ଓ ମହମ୍ମଦ ସିରାଜ ଖାତା ନଖୋଲି ଅପରାଜିତ ଅଛନ୍ତି।  ରୋହିତ ୫ ରନ  କରିଥିବା  ବେଳେ  ଯଶସ୍ବୀ…

ସଂଜୁ ସାମସନଙ୍କ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ୨୯୭ ରନର ଲକ୍ଷ୍ୟ

ପାର୍ଲ : ପାର୍ଲର ବୋଲାଣ୍ଡ ପାର୍କଠାରେ ଖେଳାଯାଉଥିବା ୩ୟ ଦିନିକିଆରେ ସଂଜୁ ସାମସନଙ୍କ ଆକର୍ଷଣୀୟ ଶତକ ବଳରେ ୨୯୬ ରନ କରିଛି ଭାରତ। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୯୭ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ନିର୍ଣ୍ଣାୟକ ମ୍ୟାଚ୍

ପର୍ଲ: ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଆଜି ଶେଷ ମ୍ୟାଚ୍ ।  ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ପର୍ଲରେ ଖେଳାଯିବାକୁ ଥିବାରୁ ଆଜି କିଏ ଜିତିବ ତାକୁ ଅପେକ୍ଷା। ତେ‌ଣୁ ଉଭୟ ଦଳ  ମ୍ୟାଚ୍‌ ଜିତି ଶୃଙ୍ଖଳା କରାୟତ୍ତ କରିବାକୁ ଚାହିବେ। ଦକ୍ଷିଣ ଆଫ୍ରିକାରେ ଭାରତ…

ଷ୍ଟାର୍କ ସବୁଠୁ ଦାମୀ

ଆଇପିଏଲ୍‌ର ୨୦୨୪ ତଥା ସପ୍ତଦଶ ସଂସ୍କରଣ ପାଇଁ  ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏ ୧୦ଟି ଯାକ ଦଳ ଖେଳାଳି କିଣାରେ ମୋଟ ୨୩୦ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲ୍‌କୁ ଫେରି ସବୁଠାରୁ ଦାମୀ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଭାରତର ବିଜୟ: ଅର୍ଶଦୀପ, ଆଭେସ ଦକ୍ଷିଣ ଆଫ୍ରିକାକୁ ହରାଇଲେ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା  ମାତ୍ର ୧୧୬ ରନ୍‌ରେ ଧରାଶାୟୀ ହୋଇଯାଇଥିଲା।  ମ୍ୟାଚ୍‌ର ଦ୍ବିତୀୟ ଓଭରରେ ନିଜ ପ୍ରଥମ ଓଭରରେ ଅର୍ଶଦୀପ ଲଗାତାର ବଲ୍‌ରେ ୨ ୱିକେଟ୍‌ ଦଖଲ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଜୋହାନସବର୍ଗରେ ଖେଳାଯିବ । ମ୍ୟାଚଟି ଭାରତ ପାଇଁ ‘କର ବା ମର’ ସ୍ଥିତି ହୋଇଛି । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ମୁକାବିଲାକୁ ଜିତିଥିଲା ଘରୋଇ ଦଳ । ବିଜୟ ସହ ଦକ୍ଷିଣ ଅଫ୍ରିକା ୧-୦ରେ ଆଗରେ…

ଆଜି ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା

କେପ୍ ଟାଉନ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି । ଦକ୍ଷିଣ ଆଫ୍ରିକାର ପୋର୍ଟ ଏଲିଜାବେଥର ସେଣ୍ଟ ଜଜ ପାର୍କରେ ମ୍ୟାଚ ଅନୁଷ୍ଠିତ ହେବ । ଭାରତୀୟ ସମୟ ରାତି ୮ଟା ୩୦ରେ ଖେଳ ଆରମ୍ଭ ହେବ । ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି । ରୋହିତ ଶର୍ମା ଓ ବିରାଟ…

ଦ୍ୱିତୀୟ ଟି -20 ମ୍ୟାଚ୍ ରେ ଅଷ୍ଟ୍ରେଲିଆ ୪୪ ରନରେ ପରାସ୍ତ

ଟିମ୍ ଇଣ୍ଡିଆ ଦ୍ୱିତୀୟ ଟି -20 ମ୍ୟାଚ୍ ରେ ଅଷ୍ଟ୍ରେଲିଆକୁ ୪୪ ରନରେ ପରାସ୍ତ କରିଛି।  ଭାରତ  ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଚାରି ୱିକେଟ୍ ହରାଇ ୨୩୫ ରନ୍ ସଂଗ୍ରହ କରିଥିଲା। ଏହି ବିଶାଳ ସ୍କୋର ସାମ୍ନାରେ ଅଷ୍ଟ୍ରେଲିଆ ଦଳ ୨୦ ଓଭର ଖେଳିବା ପରେ  ୧୯୧ ରନ୍ ସ୍କୋର କରି ନଅ ୱିକେଟ୍…

ଆଜି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମୁକାବିଲା

ଲକ୍ଷ୍ନୌ:  ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଆଜି ଲକ୍ଷ୍ନୌରେ ମୁହାଁମୁହିଁ ହେବେ। ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟର ସ୍ବାଦ ଚାଖି ନାହାନ୍ତି।  ଏକନା ଷ୍ଟାଡିୟମରେ ଉଭୟ ଦଳ ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ । ଅଷ୍ଟ୍ରେଲିଆ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକାଠୁ ହାରି ବିଯୁକ୍ତ…

ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ଦିନିକିଆ ବିଶ୍ବକପ କ୍ରିକେଟରେ ବଡ଼ ବିପର୍ଯ୍ୟୟ । ଡିଫେଣ୍ଡିଂ ଚାମ୍ପିଅନକୁ ହରାଇଲା ଆଫଗାନିସ୍ତାନ ।  ଇଂଲଣ୍ଡ ବିପକ୍ଷ ମୁକାବିଲାକୁ ୬୯ ରନରେ ଜିତି ଚଳିତ ବିଶ୍ବକପରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୮୪ରନର ବଡ଼ ସ୍କୋର କରି ଅଲଆଉଟ…