Browsing Tag

#covid19

କଳିଯୁଗର ଶ୍ରବଣ କୁମାର

ମେଟ୍ରୋ ଟିଭି ଓଡିଶା,୧୬/୧: ତ୍ରେତୟା ଯୁଗର ଶ୍ରବଣ କୁମାର ବିଷୟରେ ସମସ୍ତଙ୍କୁ ଜଣା ହେଲେ କଳିକାଳରେ ଶ୍ରବଣ କୁମାର ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ସେ ଯୁଗର ଶ୍ରବଣ କୁମାର ନିଜର ଅନ୍ଧ ପିତାମାତଙ୍କୁ କାନ୍ଧରେ ବୋହି ଚାଲୁଥିଲେ ହେଲେ ଏହି ମହାମାରୀର ଜଘନ୍ୟ ପରିସ୍ଥିତିରେ ଯେଉଠି କିଏ

ରାଜ୍ୟରେ ଦିନକୁ ୧୦ହଜାର ଉପରେ ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୧୫/୧: କରୋନାର କାୟା ବଢିବାରେ ଲାଗିଛି । ଏହି କରୋନା ଯୋଗୁ ଲଗାତର ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୪୮ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୩ ହଜାର ୮୭ ନୂଆ କେସ୍

ଜରୁରୀ ନଥିଲେ ରୋଗୀଙ୍କୁ ହସ୍ପିଟାଲ ମନା

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନା ଚାରିଆଡେ ମାଡିଗଲାଣି । ଏହି ସଂକ୍ରମଣକୁ ରୋକିବା ପାଇଁ ହେଲେ ସରକାରଙ୍କ ବିଭିନ୍ନ ଗାଇଡଲାଇନକୁ ମାନିବାକୁ ପଡିବ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ରୋକିବାକୁ ସ୍ୱାସ୍ଥୀ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସଂକ୍ରମଣ

ମିଳିତ ଜାତିସଂଘର ସୂଚନା, ୩ୟ ଲହର ପାଇଁ ସତର୍କ ରହୁ ଭାରତ

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଲାଣି ଏହା ସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗୁଛି । ଦିନକୁ ଦିନ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାରିସଂଘ ଭାରତକୁ ଚେତାବନୀ ଦେଇଛି । ସୂଚନା ଅନୁସାରେ , ମିଳିତ ଜାତିସଂଘର

ବ୍ୟକ୍ତିଙ୍କ ଶରୀରରେ ଚମତ୍କାର କରି ଦେଲା କୋଭିଡ ଟିକା

ମେଟ୍ରୋ ଟିଭି ଓଡିଶା,୧୪/୧: ଚମତ୍କାର କରିଦେଲା କୋଭିଡ ଟିକା । ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ପ୍ରଥମ ଡୋଜ ଟିକା ନେବାର ଦିନକ ପରେ ଚାଲିବା ସହ କଥା ହେଲେ ଜଣେ ବ୍ୟକ୍ତି । ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୫୫ ବର୍ଷୀୟ ବ୍ୟକ୍ତି । ଦୁର୍ଘଟଣା ପରେ ଦୀର୍ଘଦିନ ଧରି

ଘରେ ରହିବାକୁ ବରିଷ୍ଠ ନାଗରିକଙ୍କୁ କେନ୍ଦ୍ରର ଆଡଭାଇଜରି

ମେଟ୍ରୋ ଟିଭି ଓଡିଶା,୧୪/୧: ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ଆଡଭାଇଜରି ଜାରି କରାଯାଇଛି । ସବୁବେଳେ ଘରେ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ବାହାର ଲୋକଙ୍କୁ ଘରେ ପୂରାନ୍ତୁ ନାହିଁ। ଯଦି କାହାକୁ ଭେଟିବା ନିହାତି ଦରକାର, ୧ ମିଟର ଦୂରତା ରଖନ୍ତୁ । ଘରେ ଚଲାବୁଲା କରି ଆକ୍ଟିଭ

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ମେଟ୍ରୋ ଟିଭି ଓଡିଶା,୧୪/୧: ଜାନୁଆରି ୩୧ରୁ ସଂସଦର ବଜେଟ ଅଧିବେଶନ । ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ସଂସଦର ବଜେଟ ଅଧିବେଶନ । ଜାନୁଆରି ୩୧ରୁ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ମାର୍ଚ୍ଚ ୧୪ରୁ ଏପ୍ରିଲ

ଲକ୍‌ଡାଉନ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ମୋଦି କହିଲେ, ଜୀବନ ସହ ଜୀବିକା ଆବଶ୍ୟକ

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଚାଲିଲାଣି । ଏହି ପରି ଭୟଙ୍କର ସ୍ଥିତିରେ ଲକ୍‌ଡାଉନ ହେବାକୁ ନେଇ ଯେଉଁ ଚିନ୍ତା ସାଧାରଣ ଲୋକଙ୍କୁ ଘାରୁଥିଲା ତା ଉପରେ ପୂର୍ଣ୍ଣଛେଦ ପଡିଛି । ଗତକାଲି ହୋଇଥିବା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ

କୋଭିଡ-୧୯ ଓମିକ୍ରନର ୫ଟି ଲକ୍ଷଣ

ମେଟ୍ରୋ ଟିଭି ଓଡିଶା,୧୩/୧: ଦେଶରେ କରୋନାର କାୟା ମାଡିବା ସହ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣର ଚିନ୍ତା ଘାରିଲାଣି । ବର୍ତ୍ତମାନ ଓମିକ୍ରନକୁ ନେଇ ଆଉ ଏକ ଚିନ୍ତା ଜନକ ରିପୋର୍ଟ ସାମ୍ନାକୁ ଆସିଛି

ବିଏମସି କାର୍ଯ୍ୟାଳୟରେ କରୋନା

ମେଟ୍ରୋ ଟିଭି ଓଡିଶା,୧୩/୧: କରୋନାର କାୟା ମାଡି ଗଲାଣି ଚାରିଆଡେ ।ଏହି କରୋନାରେ ସଂକ୍ରମିତ ହେଲେଣି ବହୁ ଲୋକ । ଏହି କରୋନାରେ ଏବେ ବଡ ବଡ ନେତା ମନ୍ତ୍ରୀ ସହ ଏବେ ବିଭିନ୍ନ କାର୍ଯ୍ୟାଳୟକୁ ମାଡିଗଲାଣି କରୋନା । ଏବେ ବିଏମସି କାର୍ଯ୍ୟାଳୟରେ କରୋନା ପଜିଟିଭ ବାହାରିଛି । ଏଠାରେ ଏକାଥରକେ