Browsing Tag

#covid19

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତା ୨ମାସ ଭିତରେ ଖୋଲିବ ସ୍କୁଲ

ମେଟ୍ରୋ ଟିଭି ଓଡିଶା,୨/୨ : କରୋନାର ତୃତୀୟ ଲହରର ଭୟବହତାକୁ ନଜର ରଖି ସ୍କୁଲ କଲେଜ ବନ୍ଦ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏହି କଟକଣାକୁ କୋହଳ କରିଛି କୋର୍ଟ । ଆସନ୍ତା ୨ ମାସ ଭିତରେ ସ୍କୁଲ

ଡେଲ୍ଟା ନୁହେଁ ଆମେରିକାରେ ଓମିକ୍ରନରେ ଅଧିକ ମୃତ୍ୟୁ

ମେଟ୍ରୋ ଟିଭି ଓଡିଶା,୩୦/୧ : କରୋନା ମହାମାରୀ ଦୁଇବର୍ଷ ଲୋକଙ୍କ ନିଦ ହଜାଇ ଦେଇଥିଲା । ନିଜ ଆତ୍ମୀୟ ଲୋକଙ୍କୁ ବି ଛୁଇଁବା ପାଇଁ ଡର ଲାଗୁଥିଲା । କାରଣ ବାହାରେ ରହୁଥିବା ପରିବାର ବର୍ଗଙ୍କ ଠାରୁ ସାମାଜିକ ଦୂରତା ରଖିବାକୁ ପଡୁଥିଲେ । ସେତେବେ ଲୋକେ ଲକଡାଉନ ସଟଡାଉନରେ ଛନ୍ଦି ହୋଯାଇଥିଲେ ।

ଚୀନର ନୂଆ ନିୟମ : ପିଲା ଜନ୍ମ କର ପଇସା ନିଅ

ମେଟ୍ରୋ ଟିଭି ଓଡିଶା,୩୦/୧ : ଜନସଂଖ୍ୟା ଅଭିବୃଦ୍ଧିର ମନ୍ଥର ଗତିକୁ ନେଇ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଚୀନ୍ ସରକାର ପରିବାର ଯୋଜନା ନିୟମକୁ କୋହଳ କରିଛନ୍ତି । ଏହି ନୂଆ ନିୟମ ଅନୁୟାୟୀ ବର୍ତ୍ତମାନ ଚାଇନାରେ ଦମ୍ପତ୍ତି ତିନୋଟି ସନ୍ତାନ ଜନ୍ମ କରିପାରିବେ ।

ବଜାରରେ ମିଳିବ କୋଭିଡ ଭାକ୍ସିନ୍

ମେଟ୍ରୋ ଟିଭି ଓଡିଶା,୨୮/୧ : ଏବେ ମାର୍କେଟରେ ଉପଲବ୍ଧ ହେବ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା । ବଜାରରେ ବିକ୍ରି ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ବା ଡିସିଜିଆଇ । କିନ୍ତୁ ମେଡିସିନ୍ ଷ୍ଟୋରରେ ମିଳିବ ନାହିଁ କରୋନା ଟିକା । ଘରୋଇ ହସ୍ପିଟାଲ ଓ କ୍ଲିନିକ

ଦିଲ୍ଲୀରେ କୋହଳ ହେଲା କରୋନା ନିୟମ

ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ୍ ସଂକ୍ରମଣ ବଢୁଥିବା ନେଇ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ ସରକାର କର୍ଫ୍ୟୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାତି ସମୟରେ କର୍ଫ୍ୟୁ ଜାରି ରହିବ। ସିନେମା ହଲ, ରେଷ୍ଟୁରାଣ୍ଟ

କରୋନା ପଜିଟିଭ ହେଲେ ଗୌତମ ଗମ୍ଭୀର

ମେଟ୍ରୋ ଟିଭି ଓଡିଶା,୨୫/୧ : ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କରୋନା । ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହାସହ ସେ ଅପିଲ କରି କହିଛନ୍ତି ଯେଉଁମାନେ ତାଙ୍କ ସହିତ ଯୋଗାଯୋଗରେ ଆସିଛନ୍ତି । pc credit-twitter ସେମାନେ

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବିବାହ ବାତିଲ

ମେଟ୍ରୋ ଟିଭି ଓଡିଶା,୨୪/୧ : ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବଢୁଥିବାରୁ ଦେଶର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ କୋଭିଡ କଟକଣା ଆହୁରି କଡାକଡି ପାଇଁ ନିର୍ଦ୍ଦେଶ ଦେବା ସହ ନିଜ ବିବାହ ଉତ୍ସବକୁ ବାତିଲ କରିଦେଇଛନ୍ତି ।

ଦେଶ ଉତ୍ପାଦନ କରିବ ଓମିକ୍ରନ ଟିକା

ମେଟ୍ରୋ ଟିଭି ଓଡିଶା,୧୮/୧: କରେନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ହେଲେଣି । ସ୍ୱାସ୍ଥ୍ୟ ବିଭାଗର ସୂଚନାଅନୁସାରେ ଏହି ଓମିକ୍ରନ ଏତେ ପ୍ରଭାବଶାଳୀ ନଥିଲେ ମଧ୍ୟ ଏହା ପାଇଁ ଭାରତ ସ୍ୱଦେଶୀ ଟିକା ଉତ୍ପାଦନ କରିବାକୁ ଯାଉଛି । ପୂର୍ବରୁ ଭାରତ କୋଭିଡର ସ୍ୱଦେଶୀ ଟିକା ପୁରା

ଆଜିଠୁ ନାମାଙ୍କନ ଦାଖଲ

ମେଟ୍ରୋ ଟିଭି ଓଡିଶା,୧୭/୧: ସରଗରମ ହେବ ପଞ୍ଚାୟତ ନିର୍ବାଚନ ପରିବେଶ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗ୍ରାମାଂଚଳ ରାଜନୀତି । ଭୋଟ୍ ପାଇଁ ଆଜିଠୁ ହେବ ନାମାଙ୍କନ ଦାଖଲ । ଏହା ମଧ୍ୟରେ ଚାଲିଛି ଦଳ ଅଦଳ ବଦଳ ପର୍ବ । ଯେଉଁ ଆଶାୟୀ ପ୍ରାର୍ଥୀମାନେ ନିଜ

ରାଜ୍ୟରେ ୨୭.୯୭ ପ୍ରତିଶତ ରହିଛି ପଜିଟିଭ ରେଟ୍‌

ମେଟ୍ରୋ ଟିଭି ଓଡିଶା,୧୭/୧: ରାଜ୍ୟରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭