ହାଇବ୍ରିଡ୍ ଜାହାଜ ପାଲଟିବ ବୁଡାଜାହାଜ
ମେଟ୍ରୋ ଟିଭି ଓଡିଶା,୭/୧: ଇଟାଲିରେ ବିକଶିତ ହୋଇଛି ଏକ ବିଳାସପୂର୍ଣ୍ଣ ବିଶାଳ ଜାହାଜ । ଯାହା ଆବଶ୍ୟକ ସ୍ଥଳେ ବୁଡାଜାହାଜ ଭାବେ କାର୍ଯ୍ୟ କରିବ । ଏହି ହାଇବ୍ରିଡ ଜାହାଜର ନାମ କାରାପେସ୍ । ଲଣ୍ଡନର ବସ୍ର ଲମ୍ବା ଠାରୁ ଏହା ହାରାହାରି ୯ଗୁଣ ଲମ୍ବା । ଏହି ବୁଡାଜାହାଜଟି ଢେଉ ଭିତରେ!-->!-->!-->…