Browsing Tag

#burhanpur

ମହିଳାଙ୍କ ସହ ଚାଟିଂ ପଡିଲା ମହଙ୍ଗା:ଚାଲିଗଲା ଯୁବକଙ୍କ ଜୀବନ

ମେଟ୍ରୋ ଟିଭି ଓଡିଶା,୧୮/୧: ଆଜିକା ସମାଜରେ ସୋସିଆଲ ମିଡିଆର ବହୁ ବ୍ୟବହାର ଚାଲିଛି । ଏହି ସୋସିଆଲ ମିଡିଆରେ କେବେ ଭଲ ତ ଆଉ କେତେ ବେଳେ ଖରାପ ହୋଇଛି । ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଯୁବପିଢଙ୍କ ମନରେ ଭୟ ଆସିଯିବ । ଜଣେ ବାପା କିପରି ନିଜ ପୁଅକୁ ହତ୍ୟା କରିଛି ଏକ