Browsing Tag

#BJP

ଭୋଟ ପୂର୍ବରୁ କାହିଁକି ସାବିତ୍ରୀ ଜିନ୍ଦଲଙ୍କ ସମେତ ୩ ବଡନେତାଙ୍କୁ ଦଳରୁ ବହିସ୍କାର କଲା ବିଜେପି !

ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେଉଛି। ଅପରପକ୍ଷରେ ଭାଜପା ଚାରିଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ଚାରିଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦଳରୁ ବହିଷ୍କୃତ ହୋଇଥିବା ନେତାଙ୍କ ମଧ୍ୟରେ ଭାଜପାର କୁରୁକ୍ଷେତ୍ର ଏମ୍‌ପି ନବୀନ…

ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ!

ଭୁବନେଶ୍ବର:  ରାଜନୀତିରେ ଜୟ ପରାଜୟ ଲାଗି ରହଛି। ଜୟରେ ବହୁତ ଉନ୍ମାଦିତ ଏବଂ ପରାଜୟରେ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ। ପୂର୍ବରୁ ବିଜେପି ବହୁତ ଥର ହାରିଛି,ବିଜେପି ପାଖରେ ଦେଶରେ ୨ଟି ଲୋକସଭା ଆସନ ଥିଲା, ଓଡ଼ିଶାରେ କିଛି ଲୋକ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ। କିନ୍ତୁ…

ଭାଜପା ଉପରେ ବର୍ଷିଲେ ନବୀନ

ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି।ତେବେ ପଦଯାତ୍ରା ଆରମ୍ଭରୁ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମିଛ କହି ଭାଜପା କ୍ଷମତାକୁ ଆସିଛି। ପଦ ଯାତ୍ରାରେ ଭାଜପା…

ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସର ନେତା ଖର୍ଗେଙ୍କୁ ନିନ୍ଦା କରିଛନ୍ତି ଅମିତ ଶାହା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସର ବରିଷ୍ଠ ନେତା ମଲ୍ଳିକାର୍ଜୁନ ଖର୍ଗେଙ୍କୁ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।ମଲ୍ଳିକାର୍ଜୁନ ଖର୍ଗେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ‘‘ମୋଦୀ କ୍ଷମତାରୁ ହଟିବା ଦେଖିବା ପାଇଁ…

କ୍ୟାବିନେଟରେ ୭ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଏଥିମଧ୍ୟରେ ରହିଛି  ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୮ଟି ବିଭିନ୍ନ ଦିଗ, ଗୋପାଳନ, ସୁରକ୍ଷା, ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପହଞ୍ଚାଇବା, ମଇଁଷି ପାଳନ, ଗୋ ସମ୍ପଦ ବୀମା, ବାଛୁରୀଙ୍କୁ ଖାଦ୍ୟ ଯୋଗାଣ,…

ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ ଶ୍ରୀକାନ୍ତ ଓ କାଡାମ

ଭୁବନେଶ୍ବର: ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଏହି ଦାବି କରି ଆସୁଥିବା ବେଳେ ଇଣ୍ଡିଆ ବ୍ଲକ ବି ଦାବି କରି ଆସୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଜାତି ଜନଗଣନା ନେଇ ସ୍ପଷ୍ଟ ଆଭିମୁଖ୍ୟ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଶ୍ରୀକାନ୍ତ…

ପୀଡ଼ିତାଙ୍କୁ ନିନ୍ଦିତ କରାଯାଉଛି କାହିଁକି

ଭରତପୁର ଥାନା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡି ଆନ୍ଦୋଳନ ଡାକରା ଦେଇଛି। ସରକାର ଓ ସରକାରୀ ଦଳର ପ୍ରୋତ୍ସାହନରେ ପୀଡ଼ିତାଙ୍କୁ ନିନ୍ଦିତ କରିବାକୁ ଚେଷ୍ଟା କରାଯାଉଛି ବୋଲି ଦଳ ଆରୋପ ଲଗାଇଛି। ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅରୁଣ ସାହୁ କହିଥିଲେ, ଏହି…

 ମୋହନ ସରକାରକୁ ଆଜି ୧୦୦ ଦିନ

ପୂର୍ବ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ମଧ୍ୟ ରାଜନୀତି କରୁଥିଲେ। ସରକାର ସବୁବେଳେ ଲୋକଙ୍କ ମତ ଏବଂ ହିତକୁ ନେଇ କାର୍ଯ୍ୟ କରିବା ଜରୁରୀ। ପୂର୍ବ ସରକାର ଦୁର୍ନୀତି ଅଭିଯୋଗରେ କେବଳ କିରାଣିଙ୍କୁ ଧରୁଥି‌ଲେ। କିନ୍ତୁ ଆମେ ସେଭଳି କରୁନାହୁଁ। ଦୁର୍ନୀତିରେ ଜଡ଼ିତ ଅଧିକାରୀଙ୍କୁ ଆମେ…

ଖଲ୍ଲିକୋଟରେ ବାଜି ମାରିଲା ବିଜେପି,କେନ୍ଦ୍ରାପଡ଼ାରେ ବିଜେଡି

ଭୁବନେଶ୍ବର: ପୁଣି ଦେଖାଗଲା ବିଜେପି ବିଜେଡ଼ି ଟକ୍କର | ବିଜେଡ଼ି ହାତରୁ ଆସନ ଛଡାଇନେଲା ବିଜେପି | ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ପଦବି ବଜାୟ ରଖିବାରେ ସଫଳ ହୋଇଥିଲେ କିନ୍ତୁ ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଛଡାଇନେଇଛି ବିଜେପି। ତେବେ ବିଜେଡି ସମର୍ଥିତ…

ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର:  ବିଧାନସଭାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିଲା କିନ୍ତୁ, ଆରମ୍ଭରୁ କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ଗୃହରେ ହୋହାଲ୍ଲା କରିବା ସହ ଜୋରଦାର ପ୍ରତିବାଦ କରିଥିଲେ। ପରେ ପରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ବି ଉଠାଇଥିଲା ବିଜେଡି। ବିରୋଧୀଙ୍କ…