Browsing Tag

#bhukamp

ଭୂକମ୍ପରରେ ଥରିଲା ଜୟପୁର

ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) : ଆଜି ରାଜସ୍ଥାନର ଜୟପୁରରେ ସକାଳେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ଜାତୀୟ ଭୂତତ୍ତ୍ୱ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଜୟପୁରରେ ସକାଳ ୮ଟା୦୧ ମିନିଟରେ ଭୂକମ୍ପ