ଶ୍ରୀଲଙ୍କାକୁ ୩ ଓ୍ବିକେଟରେ ହରାଇଲା ବାଂଲାଦେଶ
ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୩ ଓ୍ବିକେଟରେ ହରାଇଦେଇଛି ବାଂଲାଦେଶ। ଶ୍ରୀଲଙ୍କା ଦ୍ବାରା ରଖାଯାଇଥିବା ୨୮୦ ରନ ଜବାବରେ ବାଂଲାଦେଶ ୭ ଓ୍ବିକେଟରେ ୨୮୨ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ନଜମୁଲ ହୋସେନ…