Browsing Tag

asian games

କ୍ରିକେଟ୍‌ ଫାଇନାଲ୍‌ରେ ଭାରତ-ଆଫଗାନିସ୍ତାନ

ହାଙ୍ଗ୍‌ଝୌ: ଚଳିତ ଏସୀୟ କ୍ରୀଡ଼ାର କ୍ରିକେଟ୍‌ରୁ ଭାରତର ଆଉ ଏକ ପଦକ ନିଶ୍ଚିତ ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ସ୍ବର୍ଣ୍ଣ ପଦକ ଜିତି ସାରିଥିବାବେଳେ ପୁରୁଷ ଦଳ ସମାନ ପଦକ ନେଇ ଫେରିବା ଲାଗି ଗୋଟିଏ ବିଜୟ ଦୂରରେ ରହିଛନ୍ତି। ଶନିବାର ଭାରତ ସ୍ବର୍ଣ୍ଣ ପଦକ ମୁକାବିଲାରେ…

ପ୍ରଥମ ଦିନରେ ଭାରତକୁ ୫ ପଦକ

ଚୀନର ହାଙ୍ଗଝୁରେ ଚାଲିଥିବା ୨୦୨୩ ଏସିଆନ ଗେମ୍ସରେ ପ୍ରଥମ ଦିନରେ  ଭାରତ ୫ଟି ପଦକ ହାସଲ କରିଥିଛି । ଏଥିରେ ୩ଟି ରୌପ୍ୟ ପଦକ ଥିବା ବେଳେ ଦୁଇଟି ବ୍ରୋଞ୍ଜ ରହିଛି । ଏୟାର ରାଇଫଲ ଓ ରୋଇଂରେ ଭାରତକୁ ୩ଟି ସିଲଭର ମେଡାଲ ମିଳିଛି । ସେହିପରି ଏହି ଦୁଇ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ମଧ୍ୟ…