Browsing Tag

#armyday

ସେନା ଦିବସରେ ବର୍ଡରରେ ଉଡିଲା ଖଦି ତ୍ରିରଙ୍ଗା

ମେଟ୍ରୋ ଟିଭି ଓଡିଶା,୧୬/୧: ଗତକାଲି ସାରା ଦେଶରେ ପାଳନ ହେଉଥିଲା ଭାରତୀୟ ସେନା ଦିବସ । ଏହି ସମୟରେ ରାଜସ୍ଥାନର ଜେସଲମେରରେ ୨୨୫ ଫୁଟ ଲମ୍ବା ଏବଂ ୧୫୦ ଫୁଟ ଚଉଡ଼ାର ତ୍ରିରଙ୍ଗା ଉଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ହେଉଛି ଏହା ଦେଶର ୩ୟ ବୃହତ୍ତମ ଖଦି ତ୍ରିରଙ୍ଗା ।

ସେନା ଦିବସରେ ଯବାନଙ୍କୁ ମୋଦୀଙ୍କ ପ୍ରଶଂସା

ମେଟ୍ରୋ ଟିଭି ଓଡିଶା,୧୫/୧: ସାହସିକତା ଏବଂ ଯୁଦ୍ଧ ଦକ୍ଷତା ପାଇଁ ଭାରତୀୟ ସେନାର ବିଶ୍ୱରେ ଖ୍ୟାତି ରହିଛି । ଦେଶର ନିରାପତ୍ତା ପାଇଁ ତା’ର ଅମୂଲ୍ୟ ତ୍ୟାଗ ଓ ବଳିଦାନକୁ କଥାରେ ପରିପ୍ରକାଶ କରିହେବ ନାହିଁ ବୋଲି ଆଜି ‘ସେନା ଦିବସ’ ଅବସରରେ ଯବାନମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ