୧୯୬୨କୁ କଲ୍ କରନ୍ତୁ, ଅସୁସ୍ଥ ପ୍ରାଣୀଙ୍କୁ ଚିକିତ୍ସା କରନ୍ତୁ
ଭୁବନେଶ୍ବର: ଟୋଲ୍ ଫ୍ରି ନମ୍ବର ୧୯୬୨କୁ କଲ କରନ୍ତୁ, ଅସୁସ୍ଥ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନରେ ସହାୟକ ହୁଅନ୍ତୁ। ରାଜ୍ୟର ୧୧ଟି ସହରାଞ୍ଚଳରେ ପ୍ରାଣୀ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ମାଧ୍ୟମରେ ଏହି ସେବା ଯୋଗାଇ…