Browsing Tag

ananda sharma

ଛାଡିଲେ ଆନନ୍ଦ ଶର୍ମା ସଞ୍ଚାଳନ ସମିତି ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା

ଜଣଙ୍କ ପରେ ଜଣେ ନେତା କଂଗ୍ରେସ ଛାଡୁଥିବା ବେଳେ ଏବେ ଦଳରେ କିଛି ଠିକ ଠାକ ନଥିବା ଚର୍ଚା ହେଉଛି । ଏହି କ୍ରମରେ ସାମିଲ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେ ପାର୍ଟିର ସଞ୍ଚାଳନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା