ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଚାଷୀଙ୍କ ପାଇଁ ପବିତ୍ର ଦିବସ ପବିତ୍ର ଅକ୍ଷୟ ତୃତୀୟା । ସାରା ଓଡ଼ିଶାରେ ଆଜି ଅକ୍ଷୟ ତୃତୀୟା ପାଳନ କରାଯାଉଛି । ଚାଷୀମାନେ ଆଜିର ଦିନରେ ଅଖିମୁଖି ଅନୁକୂଳ କରିଥାନ୍ତି । ଏହି ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…
Trending