Browsing Tag

Afghanistan earthquakes

ଭୟଙ୍କର ଭୂକମ୍ପ: ଆଫଗାନିସ୍ତାନରେ ବ୍ୟାପକ ଧ୍ୱଂସ

ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ।  ଆଫଗାନିସ୍ତାନରେ ବ୍ୟାପକ ଧ୍ୱଂସ ଘଟାଇଛି ଭୂକମ୍ପ।  ଆଫଗାନିସ୍ତାନର ପଶ୍ଚିମରେ ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁଘଟିଛ । ପଶ୍ଚିମ ଆଫଗାନିସ୍ତାନର ଇରାନ ସୀମା ନିକଟରେ ଘଟିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ବହୁ ସଂଖ୍ୟକ ଲୋକ ମଧ୍ୟ…