ପୂଜା ପୂର୍ବରୁ ଛିନଛତର ହେଲା ରସୁଲଗଡର ୩୦ଫୁଟ ଉଚ୍ଚର ତୋରଣ
ପାଖେଇ ଆସୁଛି ଦୁର୍ଗାପୂଜା । ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ସାଜସଜ୍ଜା ରାତିଦିନ ଚାଲିଛି । ତେବେ ରବିବାର ଅପରାହ୍ନରେ ଭୁବନେଶ୍ୱର, ରସୁଲଗଡ଼ରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ସାଙ୍ଗକୁ ଜୋର୍ରେ ପବନ ବୋହିଥିଲା। ଏହି ବର୍ଷାପବନରେ ରସୁଲଗଡ଼ଠାରେ ନିର୍ମାଣ ହୋଇଥିବା ୩୦ ଫୁଟ…