Browsing Tag

#2022

୨୦୨୨ ଫେବୃଆରୀ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା

ମେଟ୍ରୋ ଟିଭି ଓଡିଶା,୨୫/୧ : ୨୦୨୨ର ଫେବୃଆରୀ ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ ସେବା । ଏଥିସହ ଆରବିଆଇ ଫେବୃଆରୀ ମାସ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛି। ତେବେ ଏହି ଛୁଟି ତାଲିକାରେ ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ସହ ରବିବାର ଛୁଟି ମଧ୍ୟ ସାମିଲ୍। ଫେବୃଆରୀ ମାସରେ ବସନ୍ତ

ପଞ୍ଜାବ ନିର୍ବାଚନ ଘୁଞ୍ଚିଲା

ମେଟ୍ରୋ ଟିଭି ଓଡିଶା,୧୭/୧: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚିଲା । ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିବେଦନ

ଆଜି ବିଶ୍ୱ ପରିବାର ଦିବସ

ମେଟ୍ରୋ ଟିଭି ବ୍ୟୁରୋ,୧/୧: ବିଶ୍ୱକୁ ଗୋଟିଏ ପରିବାର ପରି ଗଢି ତେଳିବା ଏହି ବିଶ୍ୱ ପରିବାର ଦିବସର ଭୂମିକା ଗୁରୁତପୂର୍ଣ୍ଣ । ବିଶ୍ୱକୁ ଏକତାର ସକାରାତ୍ମକ ବାର୍ତ୍ତା ସହିତ ନୂଆ ବର୍ଷ ଆରମ୍ବ କରିବା ପାଇ ପ୍ରତିବର୍ଷ ଜାନୁଆରୀ ୧ତାରିଖରେ ପାଳନ କରାଯାଏ ବିଶ୍ୱ ପରିବାର ଦିବସ । ବସୁଧୈବ

ନୂତନ ବର୍ଷର ଅଭିନନ୍ଦନ

ମେଟ୍ରୋ ଟିଭି ବ୍ୟୁରୋ,୧/୧:ନୂଆ ବର୍ଷର ନୂଆ ସକାଳ ଆପଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ମେଟ୍ରୋ ପରିବାର । ନୂଆ ବର୍ଷର ଆରମ୍ଭ ଆପଣଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରିଦଉ । କିଛି ସ୍ଥାନରେ କୋହଲା ଓ ଆଉ କିଛି ସ୍ଥାନରେ ଖରାରେ ଏଇ ନୂଆ ବର୍ଷର ସକାଳ । ଆସନ୍ତୁ ସମସ୍ତେ କୋଭିଡ ନିୟମ ଓ

ରଣଜୀ ଟ୍ରଫିରେ ଖେଳିବେ ଅର୍ଜୁନ ତେନ୍ଦୁଲକର

ମେଟ୍ରୋ ଟିଭି ବ୍ୟୁରେ,୩୦/୧୨: ଦୀର୍ଘ ୨ବର୍ଷର କରୋନା କଟକଣା ପରେ ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫି । ସିଜନର ପ୍ରଥମ ୨ଟି ମ୍ୟାଚ୍ ପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛି । ବ୍ୟାଟିଂରେ ବିସ୍ମୟ ପୃଥ୍ୱୀ ଶ’ଙ୍କୁ ନେତୃତ୍ୱ ଭାର ଦିଆଯାଇଛି । ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ପ୍ରଥମ