ସିଗନାଲ ଟ୍ୟାମ୍ପରିଂ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଖୋର୍ଦ୍ଧା ଡିଆରଏମ

ସିଗନାଲ ଟ୍ୟାମ୍ପରିଂ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଖୋର୍ଦ୍ଧା ଡିଆରଏମ। ଇଣ୍ଟରଲକିଂ ସିଷ୍ଟମରେ ଜାଣିଶୁଣି ତ୍ରୁଟି କରାଯାଇଛି ବୋଲି କହିଛନ୍ତି ଖୋର୍ଦ୍ଧା ଡିଆରଏମ । ସେ କହିଛନ୍ତି ଯେ ଜଣେ କେହି ଏହି ସିଷ୍ଟମରେ କ୍ଷତି କରିବାକୁ ଚେଷ୍ଟା କରିଛି । ଡାଟା ଲକର ଅନୁଯାୟୀ ମେନ ଲାଇନକୁ ଗ୍ରୀନ ସିଗନାଲ ଥିଲା। ସବୁକିଛି ଠିକ ଥିଲେ ହିଁ ଗ୍ରୀନ ସିଗନାଲ୍ ମିଳିଥାଏ। କେଉଁଥିରେ ଅସୁବିଧା ରହିଲେ ସିଗନାଲ ଗ୍ରୀନ ମିଳିନଥାଏ । ସିଗନାଲ ଲାଲ ହୋଇଥାଏ।