ଜି-20 ଅତିଥିଙ୍କ ପାଇଁ ବାଲୁକା କଳା
ପୁରୀ: ଅତିଥିଙ୍କ ପାଇଁ ବାଲୁକା କଳା । ବାଲୁକା କଳା ମାଧ୍ୟମରେ ଜି-20 ସମ୍ବିଳନୀରେ ଯୋଗଦାନ ପାଇଁ ଆସୁଥିବା ଅତିଥିମାନଙ୍କୁ ସ୍ବାଗତ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏହି ବାଲୁକା କଳା । 2 ହଜାର ମାଟି ଦୀପ ବ୍ୟବହାର କରି ଏହି ବାଲୁକା କଳାକୁ ନିର୍ମାଣ କରାଯାଇଛି । ବାଲୁକା କଳାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଛି ।
#WelcomeToBharat
The US President @JoeBiden for #G20Summit .My SandArt with Installation of 2000 diya at Puri beach in Odisha . pic.twitter.com/rvCFgo064X— Sudarsan Pattnaik (@sudarsansand) September 7, 2023