ରଥଯାତ୍ରା ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରଥଯାତ୍ରା ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଜାରି ହୋଇଛି ଚୂଡାନ୍ତ ଗସ୍ତସୂଚୀ । ଜୁଲାଇ ୭ରେ ଘୋଷଯାତ୍ରା ରହିଛି । ରାଷ୍ଟ୍ରପତି ଜୁଲାଇ ୬ରୁ ୯ ତାରିଖ ଯାଏ ଓଡିଶା ଗସ୍ତରେ ରହିବେ ।
Trending
ରଥଯାତ୍ରା ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଜାରି ହୋଇଛି ଚୂଡାନ୍ତ ଗସ୍ତସୂଚୀ । ଜୁଲାଇ ୭ରେ ଘୋଷଯାତ୍ରା ରହିଛି । ରାଷ୍ଟ୍ରପତି ଜୁଲାଇ ୬ରୁ ୯ ତାରିଖ ଯାଏ ଓଡିଶା ଗସ୍ତରେ ରହିବେ ।
ଜୁଲାଇ ୭: ପୁରୀ ଗସ୍ତ, ଅପରାହ୍ନରେ ଦେଖିବେ ରଥଯାତ୍ରା
ଜୁଲାଇ ୮: ସମୂଦ୍ର କୂଳରେ ପ୍ରାତଃ ଭ୍ରମଣ କରିବେ ମହାମହିମ
ଜୁଲାଇ ୮: ପୂର୍ବାହ୍ନରେ ଫେରିବେ ଭୁବନେଶ୍ୱର
ଜୁଲାଇ ୮: ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ
ଜୁଲାଇ ୮: ବି.କେ ଆର୍ଟ କଲେଜର ଛାତ୍ରାଛାତ୍ରୀଙ୍କ ସହ କଥାହେବେ
ଜୁଲାଇ ୮: ଅପରାହ୍ନରେ ମେଣ୍ଢାଶାଳ ହରିଡାମଡା ସ୍ଥିତ ଡିଆରସିରେ ଏକ କାର୍ୟ୍ୟକ୍ରମରେ ଯୋଗଦେବେ
ଜୁଲାଇ ୯: ପୂର୍ବହ୍ନ ସ୍ଥିତ ଜଟଣୀରେ ଥିବା ନାଇଜରର ଏକ କାର୍ୟ୍ୟକ୍ରମରେ ସାମିଲ ହେବେ
ଜୁଲାଇ ୯: ଅପରାହ୍ନରେ ଦିଲ୍ଲୀ ଫେରିଯିବେ ମହାମହିମ