ଦିଲ୍ଲୀରେ ପ୍ରି-ବଜେଟ ବୈଠକରେ ଯୋଗ ଦେବେ ମୋହନ ଚରଣ ମାଝୀ
ଦିଲ୍ଲୀରୁ ଆଜି ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଜୟପୁରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ପ୍ରି-ବଜେଟ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ରାଜସ୍ଥାନରେ 55ତମ ଜିଏସଟି ବୈଠକ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ 20 ଏବଂ 21 ରାଜସ୍ଥାନରେ ରହିବା ପରେ 22 ଓ 23ରେ ଦିଲ୍ଲୀରେ ଆୟୋଜିତ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । 23 ତାରିଖରେ ଓଡିଶା ଫେରିବେ।