ବିଜେଡି ନେତା ପ୍ରଦୀପ ବେହେରା ବିଜେପିରେ ସାମିଲ
କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉତରକୁଳ ଗ୍ରାମପଂଚାୟତର ସରପଂଚ ବିଜେଡି ନେତ୍ରୀ ଶ୍ରୀମତୀ ସୁଭାଷିନୀ ବେହେରା, ସ୍ଥାନୀୟ ବରିଷ୍ଠ ବିଜେଡି ନେତା ବିନୋଦ ଭୁୟାଁ, ନାଏବ ସରପଂଚ ଶକୁନ୍ତଳା ମାଦେଳୀ, ନିର୍ବାଚିତ ଜନପ୍ରତିନିଧି କବିତା ସାହୁ, ଉମାକାନ୍ତ ସାହୁ, ପପୁ ମଲ୍ଲିକ, ପ୍ରଭାତୀ ବେହେରା, ସନ୍ଧ୍ୟାରାଣୀ ସ୍ୱାଇଁ, ସୁବାଷ ମଲ୍ଲିକ, ରଞ୍ଜନ ପରିଡା, ନୃସିଂହ ନାୟକ, ଅନନ୍ତ ମଲ୍ଲିକ, ପ୍ରମୋଦ ସାହୁ, ମାନସ ମହାପାତ୍ର, ବିଜେଡି ନେତା ଭାସ୍କର ଜେନା, ଅକ୍ଷୟ ପରିଡା, କୈଳାସ ଚନ୍ଦ୍ର ମହାପାତ୍ର, ପ୍ରକାଶ ନାୟକ, ବିଧାଂଶୁ ପରିଡା ପ୍ରମୁଖ ବିଜୁ ଜନତା ଦଳ ପରିତ୍ୟାଗ କରି ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କଂଗ୍ରେସ ନେତା ଅମୀୟ ସିଂ ମଧ୍ୟ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି ।