ସାଲେପୁର : ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ସମନ । ଅକ୍ଟୋବର ୬ରେ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ସାଲେପୁର ଜେଏମଏଫସି କୋର୍ଟ ଦେଲେ ନିର୍ଦ୍ଦେଶ । ଖସିଯାଉଥିଲେ, ଆଇନ ଜାଲରେ ଫସିଗଲେ । ବନ୍ଧା ହୋଇପାରନ୍ତି ପାୱାରଫୁଲ୍ ବିଜେଡି ବିଧାୟକ ପ୍ରତାପ ଜେନା । ସେପଟେ ଥାନାରେ ଏତଲା ଦେଲେ ଦିଲୀପ ସାହୁ ରାମଚନ୍ଦ୍ର ବେହେରା । ମାହାଙ୍ଗା କୂଆଁପାଳରେ ମଙ୍ଗଳବାର ଆତଙ୍କ ସୃଷ୍ଟି କରିଥିବା ଲୋକଙ୍କ ନାମରେ ଦେଲେ ଏତେଲା । ନ୍ୟାୟ ପାଇଁ ଲଡେଇ ପରିବାରର ସଂପାଦକ ଦିଲୀପ ସାହୁ ଓ ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ବେହେରାଙ୍କ ଉପରେ କରିଥିଲେ ଆକ୍ରମଣ । ଗୋଡାଇ ଗୋଡାଇ ପିଟିଲେ । ପୋଲିସକୁ ବି ଆକ୍ରମଣ କଲେ । ହେଲେ ପୋଲିସ ଚୁପ୍ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post