ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ବଦଳିଲେ ୫ ଆସନ ପାଇଁ ପ୍ରାର୍ଥୀ,
ଘୋଷଣା ହୋଇଛି ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ଏଥିରେ ଆଜି ୬ଟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କ୍ରମରେ ୬ଟି ଆସନରୁ ୫ଟି ଆସନରେ ପ୍ରାର୍ଥୀତ୍ୱ ବଦଳିଥିବାବେଳେ କାକଟପୁରରେ କିନ୍ତୁ ଟିକେଟ୍ ରିପିଟ୍ ହୋଇଛି । ନଜର ପକାନ୍ତୁ କେଉଁ କେଉଁ ଆସନରେ ପ୍ରାର୍ଥୀଙ୍କ ନାଁ ବଦଳିଛି । କେଉଁଠି ରିପିଟ୍ ହୋଇଛି ।
ବାଲିକୁଦା – ସାରଦା ପ୍ରସନ୍ନ ଜେନା (୨୦୨୪) ରଘୁନାଥ ଦାସ (୨୦୧୯)
ହିନ୍ଦୋଳ- ମହେଶ ସାହୁ ସୀମାରାଣୀ ନାୟକ
ରଘୁନାଥପାଲି- ଅର୍ଚ୍ଚନା ରେଖା ବେହେରା
ସୁବ୍ରତ ତରାଇ
ପାଙ୍ଗିରୀପୋଷି – ରଞ୍ଜିତା ମାର୍ଣ୍ଡି
ସୁଦାମ ମାର୍ଣ୍ଡି
ବରୀ – ବିଶ୍ୱରଞ୍ଜନ ମଲ୍ଲିକ ସୁନନ୍ଦା ଦାସ
ଏହାବ୍ୟତୀତ ସମସ୍ତଙ୍କ ନଜର ଥିବା କାକଟପୁର ଆସନରେ କିନ୍ତୁ ଟିକେଟ୍ ରିପିଟ୍ ହୋଇଛି । ଏଠାରେ ପୁଣିଥରେ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଛି ଦଳ ।