ସାଧାରଣ ନିର୍ବାଚନ ଲଢୁଥିବା ମୋଟ ୧୨ ଶହ ୮୩ ଜଣ ପ୍ରାର୍ଥୀଙ୍କୁ ନେଇ ଆସିଲା ଏଡିଆର ରିପୋର୍ଟ । ସେମାନଙ୍କ ମଧ୍ୟରୁ ୩୪୮ ଜଣ ପ୍ରାର୍ଥୀଙ୍କ ନାଁରେ ମାମଲା ରହିଛି । ୨୯୨ ନାଁରେ ଗୁରୁତର ମାମଲା ରହିଛି । ଏଡିଆର ରିପୋର୍ଟ ଅନୁସାରେ ୪୧୨ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି । ବିଧାୟକଙ୍କ ଭିତରେ ଦିଲ୍ଲୀପ ରାଏ ସବୁଠୁ ଧନୀ । ୩୧୩ କୋଟି ଟଙ୍କାର ମାଲିକ ଦିଲ୍ଲୀପ ରାଏ । ଦ୍ୱିତୟ ସ୍ଥାନରେ ସନାତନ ମହାକୁଡ଼ । ୨୨୭ କୋଟି ସମ୍ପତ୍ତିିର ମାଲିକ ସନାତନ ମହାକୁଡ଼ । ସେହିଭଳି ତୃତୀୟ ସ୍ଥାନରେ ଶୁଭାସିନୀ ଜେନା ରହିଛନ୍ତି । ସେ ୧୩୫ କୋଟି ଟଙ୍କାର ମାଲିକ । ବିଜୁ ଜନତା ଦଳରେ ସବୁଠାରୁ ଅଧିକ ମହିଳା ପ୍ରାର୍ଥୀ ରହିଛନ୍ତି । ୩୫ ଜଣ ମହିଳା ଥିବା ବେଳେ କଂଗ୍ରେସର ୨୧ ଜଣ ଓ ବିଜେପିର ୧୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ