ବଲାଙ୍ଗୀର : ଦାବିର ୨୪ ଘଣ୍ଟା ମଧ୍ୟରେ ପୂରଣ କଲେ ଡାକ୍ତର ପଦବୀ । 5T ସଚିବ ଭି.କେ ପାଣ୍ଡିଆନ ତୁଷରା ଗସ୍ତ ସମୟରେ ମେଡିକାଲରେ ଡାକ୍ତର ସମସ୍ୟାର ସମାଧାନ ଓ ମେଡିକାଲର ଅପଗ୍ରେଡେସନ ପାଇଁ ଲୋକମାନେ ଦାବି କରିଥିଲେ । ୨୪ ଘଣ୍ଟା ନପୂରୁଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଜଣ ଡାକ୍ତରଙ୍କୁ ତୁଷୁରା ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା ହେଉଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ ଡାକ୍ତର ସୂର୍ଯ୍ୟରଶ୍ମି ସୁମିତ ମହାଲିଙ୍ଗ ଓ ବାଲେଶ୍ବର ଜିଲ୍ଲାରୁ ଡାକ୍ତର ସାଇଶିକାନ ଜେନାଙ୍କୁ ବଦଳି କରି ତୁଷୁରା ଡାକ୍ତରଖାନାରେ ଅବସ୍ଥାପିତ କରାଯାଇଛି । ଶୀଘ୍ର ତୁଷୁରା ହସ୍ପିଟାଲର ଅପଗ୍ରେଡୋସନ କରାଯିବ । ଦୀର୍ଘଦିନରୁ ଏଠାରେ ଡାକ୍ତର ସମସ୍ୟା ଲାଗି ରହିଥିଲା । ଡାକ୍ତର ପଦବୀ ପୂରଣ ପରେ ଏବେ ତୁଷୁରା ମେଡିକାଲରେ ଲୋକମାନେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ପାଇବେ ।
Trending
- ରାଜ୍ୟ କ୍ୟାବିନେଟ ବୈଠକ – ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ
- ବିହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ ପ୍ରଚାର
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା