ମାଓବାଦୀଙ୍କ ଆଜି ବନ୍ଦପାଳନ

ରାୟଗଡ଼ା: ମାଓବାଦୀଙ୍କ ଆଜି ବନ୍ଦପାଳନ ।  ଆଜି ମୋ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକରେ ମାଓବାଦୀ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି।  ବ୍ୟାନର ଓ ପୋଷ୍ଟର ମାରି ସରକାରଙ୍କୁ ବିଭିନ୍ନ ଦାବି ପୂରଣ ନେଇ ଧମକ ଦେଇଛନ୍ତି।୧୦ ଦଫା ଦାବି ନେଇ ଅଡିଓ ଟେପ ଜାରି କରିଥିଲେ। ରାସ୍ତା ଅବରୋଧ ଥିବାରୁ ଯିବା ଆସିବା ଏକ ପ୍ରକାର ଠପ୍ ହୋଇଯାଇଛି।