ବଢୁଛି ହୀରାକୁଦର ଜଳସ୍ତର

୬୨୮.୭୯ ଫୁଟ

ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୮.୭୯ ଫୁଟ ରହିଛି । ହୀରାକୁଦ ଡ୍ୟାମକୁ ୧ଲକ୍ଷ ୧୫ ହଜାର ୩୭୭ କ୍ୟୁସେକ ଜଳ ପ୍ରବେଶ କରୁଛି ।