ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନକାଉଣ୍ଟର କରିଛି। ଆଜି ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ପୁଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ବିଡ଼ାନାସୀ ଭୁଆଶୁଣୀ ପଠାରେ ସ୍ପେଶାଲ ସ୍କ୍ବାଡ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ପୁଲିସ ଏନକାଉଣ୍ଟର କରିଛି। ଶଙ୍କର ମଧ୍ୟ ପୁଲିସକୁ ପାଲଟା ଗୁଳି କରିଥିଲା। ପୁଲିସ ଓ ଶଙ୍କର ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରରେ ଶଙ୍କରର ବାମ ଗୋଡ଼ରେ ଗୁଳି ବାଜିଥିଲା।