ବିଶ୍ୱକପ୍ରେ ଶ୍ରୀଲଙ୍କାକୁ ଲାଗିଛି ବଡ଼ ଝଟ୍କା। ଅଧିନାୟକ ଦାସୁନ ଶାନାକା ଆହତ ହେବା କାରଣରୁ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କର ଡାହାଣ ଜଙ୍ଘର ମାଂସପେଶୀରେ ଆଘାତ ଲାଗିଛି। ତେବେ ଦଳରେ ତାଙ୍କ ସ୍ଥାନରେ ଚାମିକା କରୁଣାତ୍ନେଙ୍କୁ ସାମିଲ କରାଯାଇଛି।୩୨ ବର୍ଷୀୟ ଶାନାକା ବିଶ୍ୱକପ୍ରେ ଏଯାବତ ଭଲ ପ୍ରଦର୍ଶନ କରିଆସୁଥିଲେ। ହେଲେ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୧୦ରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ତାଙ୍କୁ ଆଘାତ ଲାଗିଥିଲା। ଏବେ ତାଙ୍କୁ ସୁସ୍ଥ ହେବାକୁ ଅତି କମ୍ରେ ୩ ସପ୍ତାହ ଲାଗିବ ବୋଲି ଜଣାପଡ଼ିଛି।
Trending
- ଶ୍ରୀମନ୍ଦିରରେ କାଳୀୟଦଳନ ନୀତି
- ନବୀନ କାହାକୁ ଦେବେ ସମର୍ଥନ
- ପ୍ରବଳ ବର୍ଷା ସମ୍ଭାବନା
- ଓଡ଼ିଶାରେ ଖୁବଶୀଘ୍ର ଏସଆଇଆର
- ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି ମୋଦୀ
- ରାଜ୍ୟରେ ବର୍ଷକୁ ୨୦୦୦ କୋଟିର ପ୍ରତିରକ୍ଷା ବ୍ୟବସାୟ ସୁଯୋଗ
- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ
- ସୁସ୍ଥ ହେଉଛନ୍ତି ନବୀନ
- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
- ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post