ଆଇପିଏଲ୍ ୨୦୨୪ ପାଇଁ ନିଲାମୀ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଦୁବାଇରେ ହେବ । ଏଥର ନିଲାମୀ ପାଇଁ ପାଖାପାଖି ୧୧୬୬ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି । ଏଥିରେ ଲକ୍ଷରୁ କୋଟି ପର୍ଯ୍ୟନ୍ତ ଖେଳାଳିଙ୍କ ବେସ୍ ପ୍ରାଇସ ରହିଛି । କୌଣସି ବି ଖେଳାଳିଙ୍କ ବେସ୍ ପ୍ରାଇସ ୨୦ ଲକ୍ଷରୁ ୨ କୋଟି ଯାଏଁ ହୋଇପାରିବ । ଏମିତିରେ ବହୁତ କମ୍ ଖେଳାଳି ରହିଛନ୍ତି, ଯେଉଁମାନଙ୍କ ବେସ୍ ପ୍ରାଇସ ୨ କୋଟି ଟଙ୍କା ରହିଛି ।ଏଥର ୧୧୬୬ ଖେଳାଳିଙ୍କ ମଧ୍ୟରୁ ୮୩୦ ଭାରତୀୟ ଏବଂ ୩୩୬ ବିଦେଶୀ ଖେଳାଳି ରହିଛନ୍ତି । ଏହାଛଡା ୯୦୯ ଅନକ୍ୟାପଡ୍ ଏବଂ ୧୮ ଜଣ କ୍ୟାପଡ ଖେଳାଳି ରହିଛନ୍ତି । ୯୦୯ ଅନକ୍ୟାପଡ୍ ଖେଳାଳିଙ୍କ ମଧ୍ୟ ୮୧୨ ଭାରତୀୟ ରହିଛନ୍ତି । ୪୫ ଖେଳାଳି ଆସୋସିଏଟ ଦେଶ ସହିତ ରହିଛନ୍ତି । ତେବେ ଆଇପିଏଲ ଟିମ୍ ସ୍ଥିତି ଦେଖି ୭୦ ଖେଳାଳିଙ୍କୁ ଚୟନ କରାଯିବ ବୋଲି ସୂଚନା ରହିଛି । ଏମାନଙ୍କ ମଧ୍ୟରେ ୩୦ ଜଣ ରହିବେ ।
Trending
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ