ଫେବୃଆରୀ ୨୩ରେ ହେବ ଭାରତ-ପାକିସ୍ତାନ ମହାମୁକାବିଲା
ଫେବୃଆରୀ ୨୩ରେ ହେବ ଭାରତ-ପାକିସ୍ତାନ ମହାମୁକାବିଲା । ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରିଛି । ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବାକୁ ନେଇ ଟଣା ଓଟରା ଭିତ ଆଇସିସି ପକ୍ଷରୁ ଭେନ୍ୟୁ ତାଲିକା ପ୍ରକାଶ ପାଇଛି । ପାକିସ୍ତାନରେ ଆଇସିସି ଚାମ୍ପିୟାନ ଟ୍ରଫି ଆୟୋଜନ ହେଉଥିଲେ ବି ଭାରତ ଖେଳାଳି ପାକିସ୍ତାନ ଯିବେ ନାହିଁ । ଭାରତ ତାର ସବୁ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ ।