୪ ଉଇକେଟରେ ଜିତିଲା ରାଜସ୍ଥାନ
ଧର୍ମଶାଳା : ଆଇପିଏଲ ର ୬୬ତମ ମ୍ୟାଚରେ ଆଜି କଡା ମୁକାବିଲାରେ ରାଜସ୍ଥାନ ୪ ଉଇକେଟରେ ପଂଜାବକୁ ହରାଇଛି ।
Destructive. Dazzling. Pivotal 👌🏻
DDP rose up to the occasion in @rajasthanroyals' chase and he becomes our 🔝 performer from the second innings of the #PBKSvRR clash in the #TATAIPL 👏🏻
A look at his batting summary 🔽 @devdpd07 pic.twitter.com/JOSzNz8weE
— IndianPremierLeague (@IPL) May 19, 2023
ରାଜସ୍ଥାନ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ପଞ୍ଜାବ କିଙ୍ଗସ୍ । ହାରିବା ପରେ ପଂଜାବ ପ୍ଲେ ଅଫ୍ ରୁ ବିଦା ହୋଇଛି । ରାଜସ୍ଥାନ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ଦଳ ୫ ଉଇକେଟ ହରାଇ ୧୮୭ ରନ୍ କରିଥିଲା । ସାମ କୁରାନ ୪୯ରନ ଓ ଜିତେଶ ୪୪ ରନ କରି ଦଳକୁ ଆଗେଇ ନେଇଥିଲେ । ଜିତେଶ ଆଉଟ ହେବା ପରେ ଆସିଥିବା ଶାହରୁଖ ଖାଁ ୨୩ଟି ବଲରୁ ୪୧ରନ କରିଥିଲେ । ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୭ କରିଥିଲା । ରାଜସ୍ଥାନ ପକ୍ଷରୁ ଜୟସ୍ବାଲ ୫୦ ରନ ପାଡିକଲ ୫୧ ରନ୍ ଏବଂ ହ୍ବାଟମୋର ୪୬ ରନ୍ କରିଥିଲେ ।
The @rajasthanroyals stay alive in the season courtesy of a remarkable chase 🙌#RR clinch a 4-wicket victory in Dharamsala 👏🏻👏🏻
Scorecard ▶️ https://t.co/3cqivbD81R #TATAIPL | #PBKSvRR pic.twitter.com/rXvH1o0uf1
— IndianPremierLeague (@IPL) May 19, 2023
Innings break!
An entertaining finish with the bat from @PunjabKingsIPL helps them post 187/5 in the first innings 👌🏻👌🏻
Will @rajasthanroyals chase this down?
Scorecard ▶️ https://t.co/3cqivbD81R #TATAIPL | #PBKSvRR pic.twitter.com/4AE8nO88Tw
— IndianPremierLeague (@IPL) May 19, 2023