ଭାରତ ଏବଂ ବାଲାଂଦେଶ ମଧ୍ୟରେ ଅଣ୍ଡର- ୧୯ ବିଶ୍ୱକପ୍ ମ୍ୟାଚ ଖେଳାଯାଇଥିଲା । ଭାରତ ବିପକ୍ଷ ଏହି ମ୍ୟାଚ ସମୟରେ ବାଂଲାଦେଶ ବୋଲର ମାରୁଫ ମୃଧା ‘ଅପମାନଜନକ ଭାଷା’ର ବ୍ୟବହାର କରିଥିଲେ । ଏଥିପାଇଁ ଆଇସିସି ପକ୍ଷରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇସିସିର ଆଚାର ସଂହିତାର ଅନୁଚ୍ଛେଦ ୨.୫ର ଉଲ୍ଲଂଘନ କରିଥିବା ନେଇ ମାରୁଫ ମୃଧାଙ୍କୁ ଖେଳାଳୀ ଏବଂ ଦଳର ସହଯୋଗୀ ସଦସ୍ୟଙ୍କ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏନେଇ ଆଇସିସି ‘ଏକ୍ସ’ରେ ଏକ ପୋଷ୍ଟ କରିଛି ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Prev Post
Next Post