ଭାରତ-ପାକିସ୍ତାନ ମୁକାବିଲା
ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି ମ୍ୟାଚ୍ ସୁପର ଫୋର ମ୍ୟାଚ୍ । ସୁପର-୪ ପର୍ଯ୍ୟାୟରେ ପୁଣି ଥରେ ଭାରତର ଉଭୟ ଓପନର ଭଲ ବ୍ୟାଟିଂ କରୁଛନ୍ତି । ଫାଇନାଲ୍ ପୂର୍ବରୁ ରବିବାର କଲମ୍ବୋରେ ଦୁଇ ଦଳ ଜିତିବାକୁ ନେଇ ଆଜି ଖେଳୁଛନ୍ତି । ଆଜି ଯଦି ବର୍ଷା ହୁଏ ତେବେ ବି ମ୍ୟାଚ ଆଉ ଦିନେ ଖେଳାଯାଇପାରିବ । ଭାରତ 15 ଓଭରରେ 115 ରନ କରିଛି । ରୋହିତ 55 ରନ କରି ଖେଳୁଛନ୍ତି , ଗିଲ 53 ରନ କରି ଖେଳୁଛନ୍ତି